Below header

ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣରୁ ଆରମ୍ଭ ହେଲା ବିଧାନସଭା ବଜେଟ ଅଧିବେଶନ

ଆରମ୍ଭ ହେଲା ବିଧାନସଭା ବଜେଟ ଅଧିବେଶନ। ଷୋଡ଼ଶ ବିଧାନସଭାର ଏହା ଶେଷ ଅଧିବେଶନ । ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ପ୍ରଥମ ଦିନ ଗୃହକାର୍ଯ୍ୟ । ଏହି ଛୋଟ ଅଧିବେଶନରେ କାର୍ଯ୍ୟ ଦିବସ ମାତ୍ର ୭ଟି ରହିଛି ।

ଭୁବନେଶ୍ୱର(କେନ୍ୟୁଜ) : ଆରମ୍ଭ ହେଲା ବିଧାନସଭା ବଜେଟ ଅଧିବେଶନ। ଷୋଡ଼ଶ ବିଧାନସଭାର ଏହା ଶେଷ ଅଧିବେଶନ । ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ପ୍ରଥମ ଦିନ ଗୃହକାର୍ଯ୍ୟ । ଏହି ଛୋଟ ଅଧିବେଶନରେ କାର୍ଯ୍ୟ ଦିବସ ମାତ୍ର ୭ଟି ରହିଛି ।

ଆସନ୍ତା ୮ରେ ଆସିବ କାମଚଳା ବଜେଟ୍ । ଏଥର ଅନ୍ତରୀଣ ବଜେଟ୍ ଆକାର ଲକ୍ଷେ କୋଟି ଟଙ୍କା ଟପିପାରେ । ସ୍ବଳ୍ପକାଳୀନ ଅଧିବେଶନ ହେଲେ ବି ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ହାତରେ ଅନେକ ପ୍ରସଙ୍ଗ ଅଛି । ଅନ୍ୟପଟେ ଶାସକ ବିଜେଡି ମଧ୍ୟ ବିରୋଧୀଙ୍କୁ ଜବାବ ଦେବାକୁ ରଣନୀତି ପ୍ରସ୍ତୁତ କରିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.