ମାଓବାଦୀଙ୍କ ଗୁଳିରେ CRPF ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିଦ

ମାଲକାନଗିରି( କେନ୍ଯୁଜ୍): ମାଓବାଦୀ-ଯବାନ ଗୁଳି ବିନିମୟ। ମାଓବାଦୀଙ୍କ ଗୁଳିରେ CRPF ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିଦ । ମାଓବାଦୀଙ୍କ ଗୁଳିରେ ଅନ୍ୟ ଜଣେ  ଯବାନ ମଧ୍ଯ ଗୁରୁତର ଆହତ ହୋଇଛନ୍ତି। ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ଏହି ଗୁଳି ବିନିମୟ
ଯବାନ-ମାଓବାଦୀଙ୍କ ମଧ୍ୟରେ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.