ମାଲକାନଗରି ଜିଲ୍ଲା ପୋଲିସ୍କୁ ସଫଳତା: ଜଙ୍ଗଲରେ କୁମ୍ବିଂ ଅପରେସନ୍ ବେଳେ ମିଳିଲା ବିପୁଳ ପରିମାଣର ମାଓ ବିସ୍ଫୋରକ…
ମାଲକାନଗରି(କେନ୍ୟୁଜ୍): ମାଲକାନଗରି ଜିଲ୍ଲା ପୋଲିସ୍କୁ ସଫଳତା । ଜଙ୍ଗଲରେ କୁମ୍ବିଂ ଅପରେସନ୍ ବେଳେ ମିଳିଲା ଦୁଇଟି ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ।
ସହିଦ ସପ୍ତାହ ବେଳେ ପୋଲିସକୁ ଟାର୍ଗେଟ କରି ମାଓବାଦୀ ଏସବୁ ଖଞ୍ଜିଥିବା ଜଣାପଡିଛି । କୁମ୍ବି ଅପରେସନ୍…