Below header

ଭିଜିଲାନ୍ସ ପଞ୍ଝାରେ ସୋର ଗ୍ରାମ୍ୟ ଉନ୍ନୟନ ବିଭାଗ ୨ ଡିଭିଜନ ଆସିଷ୍ଟାଣ୍ଟ ଇଞ୍ଜିନିୟର, ୫ଟି ସ୍ଥାନରେ ଚାଲିଛି ରେଡ୍

ସୋର(କେନ୍ଯୁଜ୍): ଭିଜିଲାନ୍ସ ପଞ୍ଝାରେ ଆସିଷ୍ଟାଣ୍ଟ ଇଞ୍ଜିନିୟର। ବାଲେଶ୍ୱର ଜିଲ୍ଲା ସୋର ଗ୍ରାମ୍ୟ ଉନ୍ନୟନ ବିଭାଗ ୨ ଡିଭିଜନ ଆସିଷ୍ଟାଣ୍ଟ ଇଞ୍ଜିନିୟର ପ୍ରମୋଦ ବେହୁରିଆଙ୍କ ଘରେ ଚଢାଉ ଚାଲିଛି। ଏକାସଙ୍ଗେ ବିଭିନ୍ନ ସ୍ଥାନରେ ଚାଲିଛି ରେଡ୍‌।

ଏକାସେଙ୍ଗେ ଭଦ୍ରକ, ବାସୁଦେବପୁର, ସୋର ଆଦି ୫ଟି ସ୍ଥାନରେ ଚାଲିଛି ଚଢାଉ। ପ୍ରମୋଦଙ୍କ ଅଫିସ, ବାସଭବନ, ଶ୍ୱଶୁର ଘର ଓ ମାର୍କେଟ କମ୍ପ୍ଲେକ୍ସ ଆଦିରେ ଚଢାଉ ଜାରି ରହିଛି। ଭଦ୍ରକ ବାଗୁରାଇରେ ରହିଛି ତିନି ଓ ଦୁଇ ମହଲା ଘର। ଚଢାଉରେ ଜଣେ ଅତିରିକ୍ତ ଏସ୍‌ପି, ୪ଜଣ DSP, ୪ଜଣ ଇନିସ୍ପେକ୍ଟର ଓ ଅନ୍ୟ ଭିଜିଲାନ୍‌ସ କର୍ମଚାରୀ ସାମିଲ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.