ବିଳମ୍ବିତ ରାତିରେ ଆଠଗଡ଼ ଧବଳେଶ୍ୱରଙ୍କ ପୀଠରେ ବାହାରିଲା ଗଜଭୋଗ

ଆଠଗଡ଼(କେ ନ୍ୟୁଜ): ବିଳମ୍ବିତ ରାତିରେ ଆଠଗଡ଼ର ଧବଳେଶ୍ୱରଙ୍କ ପୀଠରେ ବାହାରିଲା ଗଜଭୋଗ। ରାତି ଗୋଟାଏ ସମୟରେ ପହଡ ଖୋଲାଯାଇ ମଙ୍ଗଳଆଳତୀ, ବାଳଭୋଗ, ଘର୍ଷଣ ପରେ ରାତି ୩ଟାରେ ଗଜଭୋଦ ଲାଗି କରାଯାଇଥିଲା। ତ୍ରୟୋଦଶୀ ଓ ଚର୍ତୁଦଶୀ ସନ୍ଧିକ୍ଷଣରେ ଗଜଭୋଗ ଲାଗି କରାଯାଇଛି।

dhabaleswar

ବର୍ଷ ତମାମ ରାଜ୍ୟର ବିଭିନ୍ନ ସ୍ଥାନର ଭକ୍ତ ମାନେ ଏହି ଭୋଗ ଟିକିଏ ପାଇବା ପାଇଁ ଅପେକ୍ଷା କରି ରହିଥାଆନ୍ତି ଏହି ଭୋଗ ଟିକିଏ ପାଇବା ପାଇଁ। ଚଳିତ ବର୍ଷ କୋଭିଡ୍‌ କଟକଣା ପାଇଁ ଏହି ଗଜଭୋଗ ବିତରଣ ବନ୍ଦ ରହିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.