ନୂଆ ଟ୍ରାଫିକ ନିୟମ ନେଇ ସଚେତନତାର ବାର୍ତ୍ତା ବାଣ୍ଟିଲେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୂର୍ମୁ

କେନ୍ଦୁଝର(କେନ୍ୟୁଜ୍): ନୂଆ ଟ୍ରାଫିକ ନିୟମ ନେଇ ସଚେତନତାର ବାର୍ତ୍ତା ବାଣ୍ଟିଲେ କେନ୍ଦୁଝର ସାଂସଦ । ବାଇକ ଚାଳକଙ୍କୁ ହେଲମେଟ ପିନ୍ଧିବା ନେଇ ସଚେତନ କରାଇଛନ୍ତି ସାଂସଦ ଚନ୍ଦ୍ରାଣୀ ମୂର୍ମୁ । ଟ୍ରାଫିକ ନିୟମ ମାନିବାକୁ ସେମାନଙ୍କୁ ବୁଝାଇଥିଲେ । ଯେଉଁମାନେ ହେଲମେଟ ପିନ୍ଧୁ ନାହାନ୍ତି ସେମାନଙ୍କୁ ସୂତ୍ର ବାନ୍ଧି ରକ୍ଷା କବଚ ପିନ୍ଧାଇଛନ୍ତି ବିଜୁ ଯୁବ ବାହିନୀ । ନିଜର ସୁରକ୍ଷା ପାଇଁ ହେଲମେଟ ପିନ୍ଧି ଗାଡ଼ି ଚଳାଇବାକୁ ସେମାନେ ଅନୁରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.