Browsing Tag

CHANDRANI MURMU

ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଲେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଓଟିଭି ଓ ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ…

ଭୁବନେଶ୍ବର: ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଲେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ । ବାଚସ୍ପତି ଓମ୍‌ ବିର୍ଲାଙ୍କ ନିକଟକୁ ଚିଠି ଲେଖି ନ୍ୟାୟ ମାଗିଲେ ଚନ୍ଦ୍ରାଣୀ । ଓଟିଭି ବିରୋଧରେ ସ୍ୱାଧୀକାର ଭଙ୍ଗ କାର୍ଯ୍ୟାନୁଷ୍ଠାନ ନୋଟିସ କରିଛନ୍ତି କେନ୍ଦୁଝର ସାଂସଦ । ଓଟିଭି ଓ ଓଟିଭି ମାଲିକଙ୍କ…

ସାଂସଦଙ୍କ ଗୁହାରୀ : ଜଣେ ସର୍ବ କନିଷ୍ଠ ସାଂସଦ ତଥା ଆଦିବାସୀ ମହିଳା ଆଜି ନ୍ୟାୟ ପାଇଁ କାନ୍ଦୁଛି ବୋଲି କହିଲେ…

କେନ୍ୟୁଜ୍(ବ୍ୟୁରୋ): ପୁଣି ନ୍ୟାୟ ମାଗିଲେ ସାଂସଦ ଚନ୍ଦ୍ରାଣି ମୁର୍ମୁ । ଓଟିଭି ରିପୋର୍ଟର ରମେଶ ରଥ ଉଦ୍ଦେଶ୍ୟମୂଳକ ଭାବେ ଏକ ଭିଡ଼ିଓ ଭାଇରାଲ କରିଥିଲେ ବୋଲି କହିଛନ୍ତି ସାଂସଦ ଚନ୍ଦ୍ରାଣୀ ମୁର୍ମୁ । ଜଗି ଓ ବୈଜୟନ୍ତଙ୍କୁ ପ୍ରଶ୍ନ ପଚାରିଛନ୍ତି ଚନ୍ଦ୍ରାଣି। ଫଟୋ ମର୍ଫ କରି ଅଶ୍ଲିଳ ଭିଡିଓ…

ନୂଆ ଟ୍ରାଫିକ ନିୟମ ନେଇ ସଚେତନତାର ବାର୍ତ୍ତା ବାଣ୍ଟିଲେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୂର୍ମୁ

କେନ୍ଦୁଝର(କେନ୍ୟୁଜ୍): ନୂଆ ଟ୍ରାଫିକ ନିୟମ ନେଇ ସଚେତନତାର ବାର୍ତ୍ତା ବାଣ୍ଟିଲେ କେନ୍ଦୁଝର ସାଂସଦ । ବାଇକ ଚାଳକଙ୍କୁ ହେଲମେଟ ପିନ୍ଧିବା ନେଇ ସଚେତନ କରାଇଛନ୍ତି ସାଂସଦ ଚନ୍ଦ୍ରାଣୀ ମୂର୍ମୁ । ଟ୍ରାଫିକ ନିୟମ ମାନିବାକୁ ସେମାନଙ୍କୁ ବୁଝାଇଥିଲେ । ଯେଉଁମାନେ ହେଲମେଟ ପିନ୍ଧୁ ନାହାନ୍ତି…

ଚନ୍ଦ୍ରାଣୀ ମୁର୍ମୁଙ୍କୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା, କନ୍‌ ବନେଗା କରୋଡ୍‌ପତିରେ ପଚରାଯାଇଛି ପ୍ରଶ୍ନ

ଜାତୀୟ ସ୍ତରରେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କୁ ନେଇ ଚର୍ଚ୍ଚା । ସୋନି ଟେଲିଭିଜନ୍‌ର ବହୁ ଚର୍ଚ୍ଚିତ ସୋ କନ୍‌ ବନେଗା କରୋଡ୍‌ପତିରେ ଚନ୍ଦ୍ରାଣୀ ମୁର୍ମୁଙ୍କୁ ନେଇ ପଚରାଯାଇଛି ପ୍ରଶ୍ନ । ୨୦୧୯ ଲୋକସଭା ନିର୍ବାଚନରେ ସର୍ବକନିଷ୍ଠ ସଦସ୍ୟ କିଏ ବୋଲି କଣ୍ଟେଷ୍ଟାଣ୍ଟଙ୍କ ଆଗରେ ପ୍ରଶ୍ନ…

ଚନ୍ଦ୍ରାଣୀ ମୁର୍ମୁ : ପ୍ରତିକୂଳ ପରିସ୍ଥିତିକୁ ଖାତିର ନ କରି ରାଜନୀତି ମୈଦାନରେ ଜାରି ରଖିଛନ୍ତି ଲଢେଇ

ରାଜ୍ୟରେ ଲୋକସଭା ଆସନ କ୍ଷେତ୍ରରେ ଅନ୍ୟତମ ଚର୍ଚ୍ଚିତ ଆସନ କେନ୍ଦୁଝର। କାରଣ ଏହି ଆସନରୁ ଲଢୁଛନ୍ତି ଜଣେ ସର୍ବ କନିଷ୍ଠ ପ୍ରାର୍ଥୀ। ସେ ବି ଜଣେ ମହିଳା। ମାତ୍ର ୨୬ ବର୍ଷ ବୟସରେ ବିଜେଡି ତାଙ୍କୁ କେନ୍ଦୁଝର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି। କିନ୍ତୁ ନିର୍ବାଚନୀ ମୈଦାନକୁ ଓହ୍ଲାଇବା…

ବିଜେଡି ପ୍ରାର୍ଥୀଙ୍କ ଫେକ୍‌ ଭିଡିଓ ଓ ଫଟୋ ଭାଇରାଲ୍ ପ୍ରସଙ୍ଗ : ୩ ବିଜେପି କର୍ମୀ ଗିରଫ

କେନ୍ଦୁଝର : ଫେକ୍‌ ଭିଡିଓ ଓ ଫଟୋକୁ ନେଇ କେନ୍ଦୁଝର ବିଜେପି ସୋସିଆଲ ମିଡିଆ ସଂଯୋଜକ ଜୟଦେବ ଗିରି ଓ ଭଦ୍ରକ ବିଜେପି ଆଇଟି ସେଲ୍‌ର ସଂଯୋଜକ ଚିନ୍ନୟ ସେନାପତି ଗିରଫ ହୋଇଛନ୍ତି । ଏ ଦୁଇ ଜଣଙ୍କ ସହ ଜଣେ ବିଜେପି କର୍ମୀ ବିଷ୍ଣଦତ୍ତ ବାରିକଙ୍କୁ ଗିରଫ କରିଛି ପୋଲିସ। ଏମାନେ କେନ୍ଦୁଝର ଲୋକସଭାର…

କେନ୍ଦୁଝର ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ, ଜାଣନ୍ତୁ କିଏ

କେନ୍ଦୁଝର (କେ ନ୍ୟୁଜ୍‌) : କେନ୍ଦୁଝର ସାଂସଦ ପ୍ରାର୍ଥୀ ହୋଇଥିବା ଚନ୍ଦ୍ରାଣୀ ମୁର୍ମୁଙ୍କୁ ମାତ୍ର ୨୬ ବର୍ଷ ବୟସ । ସେ ହେଉଛନ୍ତି କେନ୍ଦୁଝରର ପୂର୍ବତନ ସାଂସଦ ହରିହର ସୋରେନ୍‌ଙ୍କ ନାତୁଣୀ । ଚନ୍ଦ୍ରାଣୀ ୨୦୧୭ରେ ବି-ଟେକ୍‌ ପାସ୍‌ କରିଛନ୍ତି । ସାନ୍ତାଳୀ ସମ୍ପ୍ରଦାୟର ଚନ୍ଦ୍ରାଣୀ ପିଲା…