ଆସିଲା ନୂଆ ଟ୍ରାଫିକ ନିୟମ ! କାହାକୁ କାର କିମ୍ବା ବାଇକ୍ ରେ ଲିଫ୍ଟ ଦେଲେ କଟିବ ଚାଲାଣ
ଯଦି ଆପଣ ନିଜ କାର କିମ୍ବା ବାଇକରେ ଯାଉଛନ୍ତି ଏବଂ ରାସ୍ତାରେ କୌଣସି ଜଣେ ଅଚିହ୍ନା ଲୋକ ଲିଫ୍ଟ ମାଗିଲେ ଆଉ ଆପଣ ଉକ୍ତ ବ୍ୟକ୍ତିଙ୍କୁ ଲିଫ୍ଟ ଦେବାକୁ ଚିନ୍ତା କରୁଛନ୍ତି, ତାହେଲେ ରହିଯାନ୍ତୁ, ଏପରି ଆଦୌ ବି କରନ୍ତୁନାହିଁ। ଏପରି କରିବା ଦ୍ୱାରା ଆପଣଙ୍କର ଚାଲଣ କଟିପାରେ । କାରଣ ଏହିପରି…