ଅଦ୍ଭୁତ ଶିଶୁର ଜନ୍ମ ପରେ ହେଲା ମୃତ୍ୟୁ 

ବାଙ୍ଗିରପୋସିରେ ଜନ୍ମ ହୋଇଛି ଅଦ୍ଭୁତ ଶିଶୁ । ଜନ୍ମ ପରେ ମୃତ୍ୟୁବରଣ କରିଛି ଶିଶୁ। ଜନ୍ମ ପରେ ଶିଶୁର ପାଟି ଆଖି ବିଚିତ୍ର ଭାବେ ଦେଖା ଯାଉଛି।ଏଭଳି ଅଦ୍ଭୁତ ଶିଶୁ ଦେଖିବାକୁ ମିଳିଛି ସାରସକନା ବ୍ଲକର କୁଲାପଟା ଗ୍ରାମରେ।କୁଲାପଟା ଗ୍ରାମର ବାବଲୁ ମହାରଣା ଙ୍କ ସ୍ତ୍ରୀ ଚୂଡାମଣି ହାଁସଦା ଙ୍କୁ ଗର୍ଭ ଯନ୍ତ୍ରଣା ହେବା ପରେ ୧୦୮ଆମ୍ବୁଲାନ୍ସ ଯୋଗେ ବାଙ୍ଗିରିପୋଷି ଡାକ୍ତରଖାନାକୁ ଆଣୁଥିବା ସମୟରେ ଆମ୍ବୁଲାନ୍ସ ଭିତରେ ପିଲା ଜନ୍ମ ନେଇଥିଲା।

ବାଙ୍ଗିରପୋସି (କେନ୍ୟୁଜ): ବାଙ୍ଗିରପୋସିରେ ଜନ୍ମ ହୋଇଛି ଅଦ୍ଭୁତ ଶିଶୁ । ଜନ୍ମ ପରେ ମୃତ୍ୟୁବରଣ କରିଛି ଶିଶୁ। ଜନ୍ମ ପରେ ଶିଶୁର ପାଟି ଆଖି ବିଚିତ୍ର ଭାବେ ଦେଖା ଯାଉଛି।ଏଭଳି ଅଦ୍ଭୁତ ଶିଶୁ ଦେଖିବାକୁ ମିଳିଛି ସାରସକନା ବ୍ଲକର କୁଲାପଟା ଗ୍ରାମରେ।କୁଲାପଟା ଗ୍ରାମର ବାବଲୁ ମହାରଣା ଙ୍କ ସ୍ତ୍ରୀ ଚୂଡାମଣି ହାଁସଦା ଙ୍କୁ ଗର୍ଭ ଯନ୍ତ୍ରଣା ହେବା ପରେ ୧୦୮ଆମ୍ବୁଲାନ୍ସ ଯୋଗେ ବାଙ୍ଗିରିପୋଷି ଡାକ୍ତରଖାନାକୁ ଆଣୁଥିବା ସମୟରେ ଆମ୍ବୁଲାନ୍ସ ଭିତରେ ପିଲା ଜନ୍ମ ନେଇଥିଲା। ପିଲାଟିର ପାଟି ଓ ନାକ ନ ଥିବାବେଳେ,ମୁଣ୍ଡ ମଧ୍ୟ ବିଚିତ୍ର ଦେଖାଯାଉଛି।ଆମ୍ବୁଲାନ୍ସ ଭିତରେ ପ୍ରସବ ହେବାପରେ ଶିଶୁ ଟି ଅଳ୍ପ ସମୟ ପରେ ମୃତ୍ୟୁ ବରଣ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.