Below header

ଭିଜିଲାନ୍ସ ଜାଲରେ ବାଲିଅନ୍ତା ତହସିଲଦାର ଓ ଡାଟା ଏଣ୍ଟ୍ରି ଅପରେଟର, ଲାଞ୍ଚ ନେବା ଅଭିଯୋଗରେ ଗିରଫ

ବାଲିଅନ୍ତା: ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଜାଲରେ ବାଲିଅନ୍ତା ତହସିଲଦାର । ଏକ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ବାଲିଅନ୍ତା ତହସିଲଦାର ରଶ୍ମୀରେଖା ପ୍ରଧାନ ଗିରଫ । ତାଙ୍କ ସହ ଡାଟା ଏଣ୍ଟ୍ରି ଅପରେଟର ଧନେଶ୍ୱର ସାହୁଙ୍କୁ ମଧ୍ୟ ଗିରଫ କରିଛି ଭିଜିଲାନ୍ସ।

RASHMIREKHAଏକ ଜମିର କିସମ ପରିବର୍ତ୍ତନ ପାଇଁ ଶାସ୍ତ୍ରୀନଗରର କୈଳାସ ରଥଙ୍କ ଠାରୁ ଡାଟା ଏଣ୍ଟ୍ରି ଅପରେଟର ମାଧ୍ୟମରେ ବାଲିଅନ୍ତା ତହସିଲଦାର ଲାଞ୍ଚ ନେଇଥିଲେ । ତେବେ ଏହି ଲାଞ୍ଚ ଟଙ୍କା ଧନେଶ୍ୱର ସାହୁଙ୍କ ନିକଟରୁ ଜବତ କରାଯାଇଛି । ଏବେ ଉଭୟ ତହସିଲଦାର ଓ ଡାଟା ଏଣ୍ଟ୍ରି ଅପରେଟରଙ୍କ ବାସଭବନରେ ମଧ୍ଯ ଚଢ଼ାଉ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.