ବନଯାଗ ମହୋତ୍ସବ ଘଟଣା : କ୍ଷମା ମାଗିଲେ ଶରଣ ଶୀକ୍ଷେତ୍ର କର୍ମକର୍ତ୍ତା

ଢେଙ୍କାନାଳ (କେନ୍ୟୁଜ): ଢେଙ୍କାନାଳ ଓଡ଼ାପଡ଼ା ବ୍ଳକ ଅନ୍ତର୍ଗତ ଏକଘରିଆ ସ୍ଥିତ ଶରଣ ଶ୍ରୀକ୍ଷେତ୍ରରେ ଅନ୍ଯ ଏକ ବନଯାଗ ମହୋତ୍ସବ ଘଟଣା। ଘଟଣାକୁ ନେଇ କ୍ଷମା ପ୍ରାର୍ଥନା କଲେ ଚିଣ୍ଟୁ ବାବା ଓ କମିଟି ସଭାପତି । ପୁରୀ ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ଆଗକୁ ଯେଉଁ ନିର୍ଦ୍ଦେଶ ଆସିବ ଆମେ ତାହା ମାନିବୁ ବୋଲି କହିଛନ୍ତି ସେମାନେ।

ଗତକାଲି ଏ ସମ୍ପର୍କ ରେ ପୁରୀ ସିଂହଦ୍‌ାର ଥାନାରେ ଦଇତାପତିଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ବନଯାଗ ମହୋତ୍ସବକୁ ସ୍ଥଗିତ ରଖାଯାଇଛି। ଆଗକୁ ହେବାକୁ ଥିବା ସମସ୍ତ କାର୍ଯ୍ଯକ୍ରମ ବନ୍ଦ କରାଯାଇଛି। ଯେଉଁଥିପାଇଁ ନିରାଶ ହୋଇ ଫେରିଯାଉଛନ୍ତି ଶ୍ରଦ୍ଧାଳୁ।

 

 

 

Leave A Reply

Your email address will not be published.