Below header

ବୁଣାକାର ମାନଙ୍କ ପାଇଁ ହବ୍‌ ହେବ ବରଗଡର ଜାଣ୍ଡୋଲ ଗାଁ: ଆୟୋଜିତ ସଚେତନ ଶିବିରରେ ଯୋଗଦେଲେ ବିଧାୟିକା ରିତା ସାହୁ ଓ ସ୍ନେହାଙ୍ଗିନୀ ଛୁରିଆ

ବରଗଡର (କେନ୍ୟୁଜ): ବୁଣାକାର ମାନଙ୍କ ପାଇଁ ହବ୍‌ ହେବ ବରଗଡର ଜାଣ୍ଡୋଲ ଗାଁ । ଏନେଇ ବୁଣାକାର ମାନଙ୍କ ପାଇଁ ଏକ ସଚେତନ ଶିବିର ଆୟୋଜନ କରାଯାଇଛି । ଶିବିରରେ ମନ୍ତ୍ରୀ ତଥା ବିଜେପୁର ବିଧାୟିକା ରିତା ସାହୁ ଓ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଯୋଗ ଦେଇଥିଲେ । କୃଷି ପରେ ହସ୍ତତନ୍ତ ଓ ବୟନ ଶିଳ୍ପ ପାଇଁ ଦେଶରେ ବରଗଡର ସ୍ୱତନ୍ତ୍ର ପରିଚୟ ରହିଛି । ବୁଣାକାର ମାନଙ୍କୁ ଆଗକୁ ନେବା ପାଇଁ ସରକାର ଅନେକ ଯୋଜନା ହାତକୁ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.