Below header

ଚୂଡାନ୍ତ ସ୍ଥିତିରେ ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା, ପୂର୍ଣ୍ଣଛେଦ ଟାଣିଲେ ହାଇକୋର୍ଟ

କଟକ(କେନ୍ଯୁଜ୍): ହାଇକୋର୍ଟରେ ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାର ଅନ୍ତ । ମାମଲାର ଶୁଣାଣିରେ ପୂର୍ଣ୍ଣଛେଦ ଟାଣିଛନ୍ତି ହାଇକୋର୍ଟ। ପରିବାର ଅଦାଲତ କନସିଲେସନ୍‌ କେନ୍ଦ୍ରରେ ଚୂଡାନ୍ତ ସ୍ଥିତିରେ ମାମଲା ରହିଛି । ତେଣୁ ମାମଲାକୁ ଶେଷ କରିଛନ୍ତି ହାଇକୋର୍ଟ।

ଧାର୍ଯ୍ୟ ସମୟରେ ମାମଲାର ଶୁଣାଣି ଶେଷ କରିବାକୁ ସାସଂଦ ଅନୁଭବ ମହାନ୍ତିଙ୍କ ପକ୍ଷରୁ ଆବେଦନ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.