ରାଜଧାନୀବାସୀ ଆଉ ଦେବେନି ପାର୍କିଂ ଫି, ବିଡିଏ କହିଲା ପାର୍କିଂ ଫି ଆଦାୟ ବେଆଇନ

ଭୁବନେଶ୍ବର(କେନ୍ୟୁଜ୍):  ବ୍ୟବସାୟିକ ପ୍ରତିଷ୍ଠାନରେ ପାର୍କିିଂ ଫି ଆଦାୟ ବେଆଇନ । ପାର୍କିଂ ଫି ଆଦାୟକୁ ବେଆଇନ କହିଛି BDA ବା ଭୁବନେଶ୍ୱର ଡେଭଲପମେଣ୍ଟ ଅଥ୍‌ରିଟି । ଏଥିସହ ତୁରନ୍ତ ପାର୍କିଂ ଫି ଆଦାୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସପିଂମଲ, ମଲ୍ଟିପ୍ଲେକ୍ସ, ହସ୍ପିଟାଲ, ହାଉସିଂ ପ୍ରୋଜେକ୍ଟରେ ଫି ଆଦାୟ ବନ୍ଦ କରିବାକୁ କୁହାଯାଇଛି । ଏବେ ସପିଂମଲ, ମଲ୍ଟିପ୍ଲେକ୍ସ, ହସ୍ପିଟାଲ, ହାଉସିଂ ପ୍ରୋଜେକ୍ଟରେ ଫି ଆଦାୟ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.