Browsing Tag

parking fee

କାର ଏବଂ ବାଇକ୍‌ ପରି ଉଡାଜାହାଜ ପାର୍କିଂ ପାଇଁ ମଧ୍ୟ ଦେବାକୁ ପଡିଥାଏ ଫି, ଜାଣନ୍ତୁ କେତେ

ଆପଣମାନେ ତ ଜାଣିଥିବେ ଯେ ବାଇକ୍‌ କିମ୍ବା କାର ପାର୍କିଂ କରିବା ପାଇଁ ଆମକୁ ଫି ଦେବାକୁ ପଡିଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ବିମାନବନ୍ଦରରେ ଉଡାଜାହାଜ ପାର୍କିଂ କରିବା ପାଇଁ ମଧ୍ୟ ଫି ଦିଆ ହୋଇଥାଏ । ନିକଟରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଅପରେଟର…

ବେଆଇନ ପାର୍କିଂ ଫି ଆଦାୟକୁ ନେଇ ଭୁବନେଶ୍ୱରର ୧୧ଟି ସପିଂ ମଲ୍‌ ଓ ୩ଟି ଘରୋଇ ହସ୍ପିଟାଲକୁ ବିଡିଏ ପକ୍ଷରୁ ନୋଟିସ୍‌

ଭୁବନେଶ୍ୱର(କେନ୍ୟୁଜ୍): ବେଆଇନ ପାର୍କିଂ ଫି ଆଦାୟକୁ ନେଇ ଭୁବନେଶ୍ୱରର ୧୧ଟି ସପିଂ ମଲ୍‌ ଓ ୩ଟି ଘରୋଇ ହସ୍ପିଟାଲକୁ ବିଡିଏ ପକ୍ଷରୁ ନୋଟିସ୍‌ ଜାରି ହୋଇଛି । ଏସପ୍ଲାନେଡ ଓ୍ଵାନ,ଦ ଓ୍ଵାଲର୍ଡ, ଫୋରମ ମାର୍ଟ, ମାରୁତି ମଲ, ପାଲ ମନ୍ତ୍ରା,ସିମ୍ଫୋନି ମଲ, ଭବାନି କମର୍ସିଆଲ ଏମକ୍ଲେଭ, ପାଣ୍ଟାଲୁନ…

ରାଜଧାନୀବାସୀ ଆଉ ଦେବେନି ପାର୍କିଂ ଫି, ବିଡିଏ କହିଲା ପାର୍କିଂ ଫି ଆଦାୟ ବେଆଇନ

ଭୁବନେଶ୍ବର(କେନ୍ୟୁଜ୍):  ବ୍ୟବସାୟିକ ପ୍ରତିଷ୍ଠାନରେ ପାର୍କିିଂ ଫି ଆଦାୟ ବେଆଇନ । ପାର୍କିଂ ଫି ଆଦାୟକୁ ବେଆଇନ କହିଛି BDA ବା ଭୁବନେଶ୍ୱର ଡେଭଲପମେଣ୍ଟ ଅଥ୍‌ରିଟି । ଏଥିସହ ତୁରନ୍ତ ପାର୍କିଂ ଫି ଆଦାୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସପିଂମଲ, ମଲ୍ଟିପ୍ଲେକ୍ସ, ହସ୍ପିଟାଲ, ହାଉସିଂ…

ରାଜଧାନୀରେ ବେଆଇନ୍‌ ପାର୍କିଂ ଫି ଆଦାୟ

ଭୁବନେଶ୍ୱର (କେନ୍ୟୁଜ୍‌) : ରାଜଧାନୀରେ ଦିନ ଦ୍ୱିପହରରେ ଆଖିରେ ଆଙ୍ଗୁଠି ଗେଞ୍ଜି ଲୁଟୁଛନ୍ତି ଲୋକେ । ବିଏମ୍‌ସି ପାର୍କିଂ ଜାଗାରୁ ବେଆଇନ୍‌ ଭାବେ ଆଦାୟ ହେଉଛି ଫି । କିଛି ଯୁବକ ବିଏମ୍‌ସି ଲେଖା ଥିବା ଟିକେଟ୍‌ ଦେଇ ଲୋକଙ୍କ ଠାରୁ ଦୁଇ ଚକିଆ ଗାଡ଼ି ପିଛା ୫ ଟଙ୍କା ଏବଂ ଅଟୋ ଓ ଅନ୍ୟ ଚାରି…