ସ୍କୁଲ ପରିସରରେ ବୁଲୁଛନ୍ତି ଭାଲୁ, ଛାତ୍ରଛାତ୍ରୀ ଭୟଭୀତ

ସ୍କୁଲ ପରିସରରେ ଭାଲୁ । ନବରଙ୍ଗପୁର ବ୍ଲକ ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ସଦାଶିବ ହାଇସ୍କୁଲ ପରିସରରେ ୪ଟି ଭାଲୁ ବୁଲୁଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ଦୁଇ ବଡ଼ ଓ ଦୁଇଟି ଛୁଆ ଭାଲୁ ।

ନବରଙ୍ଗପୁର (କେନ୍ୟୁଜ): ସ୍କୁଲ ପରିସରରେ ଭାଲୁ । ନବରଙ୍ଗପୁର ବ୍ଲକ ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ସଦାଶିବ ହାଇସ୍କୁଲ ପରିସରରେ ୪ଟି ଭାଲୁ ବୁଲୁଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ଦୁଇ ବଡ଼ ଓ ଦୁଇଟି ଛୁଆ ଭାଲୁ । ସ୍କୁଲ ପରିସରରେ ଥିବା ଦୁଇ ପାଇଖାନା ମଝିରେ ସେମାନେ ରହିଛନ୍ତି । ଏହି ଘଟଣା ପରେ ଛାତ୍ରଛାତ୍ରୀ ଭୟଭୀତ ଅବସ୍ଥାରେ ଅଛନ୍ତି । ସ୍କୁଲରେ ପହଞ୍ଚିଛନ୍ତି ବନ ବିଭାଗ ଟିମ୍‌ । ସେମାନଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ ଚଳାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.