ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସରେ ବୋମା ଥିବା ସୂଚନା, ବମ୍ ସ୍କ୍ୱାଡ୍‌ର ଯାଞ୍ଚ ଜାରି

ଭୁବନେଶ୍ୱର(କେନ୍ୟୁଜ): କୋଣାର୍କ ଏକ୍ସପ୍ରେସରେ ବୋମା ଥିବା ସୂଚନା । ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା ବେଳେ ସିକନ୍ଦରାବାଦ୍‌ର ଚର୍ଲାପଲ୍ଲୀ ଷ୍ଟେସନରେ ଟ୍ରେନ୍‌ ଭିତରେ ବୋମା ଥିବା ନେଇ ସୂଚନା ମିଳିବା ପରେ ସମସ୍ତ ଯାତ୍ରୀଙ୍କୁ ଟ୍ରେନ୍‌ର ବାହାରକୁ ବାହାର କରାଯାଇଛି। ପୋଲିସ, ରେଲୱେ କର୍ମଚାରୀ ସହ ବମ୍ ସ୍କ୍ୱାଡ୍‌  ପକ୍ଷରୁ ସମସ୍ତ ବଗିକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.