Below header

ଆଜି ରାଜଧାନୀରୁ ୧୦୭୬ ପଜିଟିଭ, ସୁସ୍ଥ ହେଲେ ୯୮୯ ଆକ୍ରାନ୍ତ

ଭୁବନେଶ୍ୱର(କେ ନ୍ୟୁଜ): ଆଜି ରାଜଧାନୀ ଭୁବନେଶ୍ୱରରୁ ୧୦୭୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ୬୭ ହଜାର ୯୫୬ ଛୁଇଁଛି । ଯାହା ଭିତରୁ ୧୨ ହଜାର ୭୫୬ଟି ଆକ୍ଟିଭ କେଶ ରହିଛି । ଗତ ୨୪ ଘଣ୍ଟା ଭିତରେ ରାଜଧାନୀରେ ୯୮୯ ସୁସ୍ଥ ହୋଇଥିବା ବେଳେ ଏହି ସଂଖ୍ୟା ୫୪
ହଜାର ୮୬୯ ରେ ପହଞ୍ଚିଥିବା ନେଇ ରିପୋର୍ଟ ମିଳିଛି । ଯେବେକି ରାଜଧାନୀରେ ୩୧୦ ରେ ପହଁଚିଛି ମୃତ୍ୟୁ ସଂଖ୍ୟା । ଆଜିର ଚିହ୍ନଟଙ୍କ ମଧ୍ୟରୁ ୧୪୮ ଜଣ କ୍ଵାରେଣ୍ଟୀନରେ ଥିବା ବେଳେ ୧୪୮ ଜଣ ଲୋକାଲ କଣ୍ଟକଟରୁ ସଂକ୍ରମିତ ହୋଇଥିବା ଜଣାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.