ଆଜି ରାଜଧାନୀରେ ସୁସ୍ଥ ଅଧିକ, ଆକ୍ରାନ୍ତ ସଂଖ୍ୟା କମ

ଭୁବନେଶ୍ୱର(କେ ନ୍ୟୁଜ):   ଆଜି ଭୁବନେଶ୍ୱରରୁ ୯୧୯ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାକୁ ମିଶାଇ ୭୧ ହଜାର ୮୮୩ ଛୁଇଁଛି ମୋଟ ସଂଖ୍ୟା | ଏଯାବତ ରାଜଧାନୀରେ ୩ ଜଣଙ୍କ ଜୀବନ ନେଇସାରିଲାଣି କରୋନା । ଏବେ ରାଜଧାନୀରେ ୧୨ ହଜାର ୬୯୧ ଟି ଆକ୍ଟିଭ କେଶ ରହିଛି | ତେବେ ଗତ ୨୪

ଘଣ୍ଟା ଭିତରେ ୧୦୧୯ ଜଣ ସୁସ୍ଥ ହୋଇଛନ୍ତି । ଯାହାକୁ ମିଶାଇ ୫୮ ହଜାର ୮୪୬ ରେ ପହଂଚିଛି ସୁସ୍ଥ ସଂଖ୍ୟା | ଆଜି କ୍ଵାରେଣ୍ଟୀନରୁ ୧୫୩
ଜଣ ଥିବା ବେଳେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୧୫୩ ଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାଯାଇଛି |

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.