କେଉଁଝର: ଟ୍ରଲର ମାଡି ଯାଇ ବାଇକ ଆରୋହୀ ମୃତ

କେଉଁଝର: ଚମ୍ପୁଆ ଥାନା ଅନ୍ତର୍ଗତ ବାସୁଦେବ ପୁର ନିକଟରେ ଟ୍ରଲର ମାଡି ଯିବାରୁ ବାଇକ ଆରୋହୀ ଘଟଣା ସ୍ଥଳରେ ମୃତ୍ୟୁ । ମୁତକ ହେଲେ ହୃଷୀନାଥ ମହାନ୍ତ । ସେ ନିଜଘରୁ ଯୋଡ଼ାପୋଖରୀ ଠାରୁ ବିଳେଇପଦା ପ୍ଲାଣ୍ଟ କୁ କାମ କରିବାକୁ ଯିବା ସମୟରେ ଦୁର୍ଘଟଣା ଘଟିଥିଲା । ସାମ୍ନା ପଟରୁ ଆସୁଥିବା ଏକ ଏକ ଟ୍ରଲର ବାଇକ ଟିକୁ ଧକ୍କା ଦେଇ ମାଡି ଯାଇଥିଲା  ।