ଆସିପାରେ ବିଜେଡି ତାଲିକା, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ହୋଇପାରେ ଘୋଷଣା

ଭୁବନେଶ୍ବର (କେନ୍ଯୁଜ୍) :ଆଜି ବିଜେଡିର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ । ପ୍ରଥମ ପ୍ରାର୍ଥୀ ତାଲିକାରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିଲା । ୯ ଲୋକସଭା ଓ ୫୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଆଜି ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ତାଲିକା ଘୋଷଣା କରାଯାଇପାରେ । ଏଥିପାଇଁ ନବୀନ ନିବାସରେ ଆଶାୟୀଙ୍କ ଆଜି ମଧ୍ୟ ଭିଡ ଜମିଛି

 

 

Leave A Reply

Your email address will not be published.