ଭୁବନେଶ୍ବର: ବଦଳିଲେ ପୋଲିସ ଡିଜି ବି.କେ ଶର୍ମା,  ନୂଆକରି ଆସିବେ ଅଭୟ

ଭୁବନେଶ୍ବର (କେନ୍ୟୁଜ୍): ବଦଳିଲେ ପୋଲିସ ଡିଜି ବିକେ ଶର୍ମା। ବଦଳି ପରେ  ବି.କେ ଶର୍ମାଙ୍କୁ ଗୃହବିଭାଗର ଓଏସଡି କରିଛନ୍ତି  ରାଜ୍ୟସରକାର। ବିକେ ଶର୍ମାଙ୍କ ବଦଳେ ତାଙ୍କ ପଦବିରେ ଆସୁଛନ୍ତି ଅର୍ଥାତ ନୂଆ ଡିଜିପି ହେବେ ଅଭୟ।  ଅଭୟ ଅଛନ୍ତି ନ୍ୟାସନାଲ ପୋଲିସ ଏକାଡେମୀ ନିର୍ଦ୍ଦେଶକ। ତେବେ  ଅଭୟ ତାଙ୍କ ପଦବୀରେ  ଅବସ୍ଥାପିତ  ହେବା  ଯାଏଁ  ପୋଲିସ  ଡିଜି  ଦାୟୀତ୍ବରେ  ରହିବେ  ସତ୍ୟଜିତ ମହାନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.