ତାଗିଦ୍ ସତ୍ତ୍ବେ ଶୁଣିଲେନି ବଡ଼ ବଡ଼ ସପିଂ ମଲ, ସ୍ବଚ୍ଛତା ନଥିବାରୁ ସିଲ କଲା ବିଏମସି

ଭୁବନେଶ୍ବର(କେନ୍ୟୁଜ୍): ଆକ୍ସନ ମୁଡରେ ଭୂବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ। ବୁନକାରୀ,ବିବା ଓ ଭେନ ହୁସେନ ଭଳି ୩ଟି ବ୍ୟବସାୟିକ ପ୍ରତିଷ୍ଠାନକୁ ଆଜି ସିଲ କରିଛି ଭୂବନେଶ୍ୱର ମହାନଗର ନିଗମ ।ବାରମ୍ବାର ତାଗିଦ ପରେ ମଧ୍ୟ ପରିମଳ ବ୍ୟବସ୍ଥାରେ ସୁଧାର ନଆଣିବାରୁ ବାଧ୍ୟ ହୋଇ ବିଏମସି ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଟ୍ବିଟ୍ ମାଧ୍ୟମରେ ସୂଚନା ଦିଆଯାଇଛି। ଗତ ସପ୍ତାହରେ ଗ୍ରିନ୍ ଚିଲ୍ଲୀ ଓ ରିଲାଏନ୍ସ ଫ୍ରେସ୍ ଓ ଚଳିତ ସପ୍ତାହ ଆରମ୍ଭରୁ ଏହି ତିନୋଟି ବ୍ୟବସାୟୀକ ପ୍ରତିଷ୍ଠାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.