Below header

୩ୟ ଦିନର ଚେକିଂ ବେଳେ BMC ଗାଡିକୁ ୩୨ ହଜାର ୫୦୦ ଫାଇନ

ଭୁବନେଶ୍ବର(କେନ୍ଯୁଜ୍): ୩ୟ ଦିନର ଚେକିଂ ବେଳେ BMC ଅଳିଆ ବୁହା ଗାଡିକୁ ୩୨ ହଜାର ୫୦୦ ଫାଇନ। ରଘୁନାଥପୁର ପୋଲ ଉପରେ ଧରିଲା ଆଟିଇଓ-୨। ଦୁଇଟି ଅଳିଆ ବୁହା ଡମ୍ଫର ଗାଡିରୁ ଗୋଟିଏ ଗାଡିକୁ ୨୨,୫୦୦ ଟଙ୍କା ଫାଇନ କାଟିଥିବା ବେଳେ ଅନ୍ଯ ଏକ ଗାଡିକୁ ୧୦,୦୦୦ ଟଙ୍କା ଫାଇନ କଟାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.