ଓମଫେଡ୍ ଦୋକାନକୁ ବିଏମସିର ଚେତାବନୀ: ବିକ୍ରି କରିପାରିବେ ନାହିଁ ପାନ ଗୁଟଖା

ଭୁବନେଶ୍ୱର (କେନ୍ୟୁଜ): ବିଏମସିର ଓମଫେଡ୍ ଦୋକାନ ( ଷ୍ଟଲ) ଙ୍କୁ ଚେତାବନୀ । ଦୋକାନରେ ପାନ ଗୁଟଖା ବିକ୍ରି ପାଇଁ ବାରଣ । ଅମାନିଆ ହୋଇ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଓମିଫେଡ ଯେଉଁ ଦୋକାନ ଗୁଡ଼ିକ ଅଛି ସେହି ଉଦ୍ଦେଶ୍ୟରେ କାମ କରାଯାଉ । ପ୍ରତ୍ୟେକ ଦୋକାନୀ ନିଜ ୫ ମିଟର ଏରିଆକୁ ନିଜେ ସଫା ରହିବେ। ଶୁଖିଲା ଓ ଓଦା ଅଳିଆ ଅଲଗା ନ ରଖିଲେ ୫ ହଜାର ଜୋରିମାନା ନହେଲେ ଦୋକାନ ବନ୍ଦ କରିବାକୁ ଚେତାବନୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.