‘ଗୁଟ୍ଖା ଖାଇ ରାସ୍ତାରେ ଛେପ ପକାଉଥିବା ଲୋକର ଫଟୋ ଖବରକାଗଜରେ ଛାପିବା ଉଚିତ୍’: ନୀତୀନ ଗଡକରୀ
ସ୍ୱଚ୍ଛ ଭାରତ ଅଭିଯାନକୁ ଆଜି ୧୦ ବର୍ଷ ପୂରଣ ହୋଇଛି । ଏହାକୁ ନେଇ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହାରି ମଧ୍ୟରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡକରୀ ଏମିତି ଏକ ବୟାନ ଦେଇଛନ୍ତି, ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି ।
ଏଠାରେ ନାଗପୁର ମହାନଗର ପାଳିକା…