Below header

ଇନଫୋସିସ୍ ଟ୍ରାଫିକ୍ ପୋଷ୍ଟ ନିକଟରେ ଜଳିଗଲା ବୋଲେରୋ, ଦେଖନ୍ତୁ ଭିଡିଓ

ଭୁବନେଶ୍ବର(କେନ୍ଯୁଜ୍): ଚଳନ୍ତା ବୋଲେରୋ ଗାଡିରେ ନିଆଁ। ଭୁବନେଶ୍ୱର ଇନଫୋସିସ୍ ଟ୍ରାଫିକ୍ ପୋଷ୍ଟ ନିକଟରେ ଏହି ଘଟଣା ଘଟିଛି । ଅଚାନକ ଗାଡ଼ିଟିରେ ନିଆଁ ଲାଗିଗଲା । କେହି କିଛି ବୁଝିବା ପୂର୍ବରୁ ହୁତ୍‌ ହୁତ୍‌ ହୋଇ ବୋଲେରୋଟି ଜଳିବାକୁ ଲାଗିଲା । ଖାଲି ସେତିକି ନୁହେଁ, ଜଳନ୍ତା ଅବସ୍ଥାରେ ଏଥିରେ ଡ୍ରାଇଭର ନଥିବା ବେଳେ ଗାଡ଼ିଟି ଚାଲିବା ଆରମ୍ଭ କଲା । ଯାହାକୁ ଦେଖଇ ସେଠାରେ ଉପସ୍ଥିତ ଥିବା ଲୋକେ ଛାନିଆ ହୋଇଗଲେ । ପରେ ସୂଚନା ପାଇ ଅଗ୍ନିଶମ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆକୁ ଆୟତ୍ତ କରିଥିଲା ।

ଦେଖନ୍ତୁ ଭିଡିଓ…

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.