ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ପୌରପାଳିକାର କାର୍ଯ୍ଯନିର୍ବାହି ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଝାରସୁଗୁଡା(କେନ୍ଯୁଜ୍): ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ପୌରପାଳିକା କାର୍ଯ୍ଯନିର୍ବାହି ଅଧିକାରୀଙ୍କ ଘରେ ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ।

ସୂଚନା ମୁତାବକ ଆଜି ସକାଳୁ ଝାରସୁଗୁଡା ମଙ୍ଗଲବଜାର ସରକାରୀ ବାସଭବନରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି। ଏଥିସହ ତାଙ୍କର ପୈତୃକ ଘର, ସୁନ୍ଦରଗଡ ଜିଲ୍ଲା କାଲୋ ବହାଲ ଏବଂ ବ୍ରଜରାଜନଗରର କାର୍ଯ୍ଯାଳୟରେ ରେଡ୍ ଚାଲୁ ରହିଛି। ଉକ୍ତ ଘଟଣାରେ ୬ଟି ଟିମ୍ ୪ଟି ସ୍ଥାନରେ ରେଡ୍ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.