Below header

ସମ୍ବଲପୁର: ପୋଲ ଭୁଶୁଡ଼ି ପଡିବାରୁ ନଦୀରେ ଖସି ପଡ଼ିଲା ଡମ୍ଫର

ସମ୍ବଲପୁର(କେନ୍ୟୁଜ୍):  ଭୁଶୁଡ଼ିଲା ପୋଲ। ନଦୀରେ ଖସି ପଡ଼ିଲା ଡମ୍ଫର। କୁଚିଣ୍ଡା ସମ୍ବଲପୁର ମୁଖ୍ୟ ରାସ୍ତାର ଝୁଲେନପୋଲ ଠାରେ ବ୍ରିଜ ଭୁଶୁଡ଼ିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଉପଜିଲ୍ଲାପାଳ ଆଦିତ୍ୟ ଗୋଏଲ ଓ ପୋଲିସ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରବଳ ଅନ୍ଧାର ଥିବାରୁ କ୍ଷୟକ୍ଷତି ସଂପର୍କରେ କିଛି ଜଣାପଡ଼ିନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.