ଚା ପିଉଥିଲେ, ଡିକି ଭାଙ୍ଗି ୫ ଲକ୍ଷ ୬୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଡିକି ଭାଙ୍ଗି ୫ ଲକ୍ଷ ୬୦ ହଜାର ଲୁଟ । ବ୍ରହ୍ମପୁରରେ ଗାଡ଼ି ଡିକି ଭାଙ୍ଗି ୫ ଲକ୍ଷ ୬୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଲୁଟ ର ଶିକାର ହୋଇଛନ୍ତି ସହର ଉପକଣ୍ଠ ସୁନାଦେଇ ଗାଁର କୃଷ୍ଣ ମହାରଣା l

ବ୍ରହ୍ମପୁର(କେନ୍ୟୁଜ୍‌): ଡିକି ଭାଙ୍ଗି ୫ ଲକ୍ଷ ୬୦ ହଜାର ଲୁଟ । ବ୍ରହ୍ମପୁରରେ ଗାଡ଼ି ଡିକି ଭାଙ୍ଗି ୫ ଲକ୍ଷ ୬୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଲୁଟ ର ଶିକାର ହୋଇଛନ୍ତି ସହର ଉପକଣ୍ଠ ସୁନାଦେଇ ଗାଁର କୃଷ୍ଣ ମହାରଣା l ବ୍ୟାଙ୍କରୁ ଟଙ୍କା ଉଠାଇବା ପରେ ଗାଡ଼ି ଡିକିରେ ଟଙ୍କା ରଖି ଦୋକାନ ଆଗରେ କୃଷ୍ଣ ମହାରଣା ଚା ପିଉଥିଲେ । ଏହି ସମୟରେ ତାଙ୍କ ଡିକିରୁ ଟଙ୍କା ଲୁଟ ହୋଇଛି । ଡିକିରୁ ଟଙ୍କା ଚୋରିର ଦୃଶ୍ୟ ସିସି ଟିଭି କ୍ୟାମେରାରେ କଏଦ ହୋଇଛି । ବୈଦ୍ୟନାଥପୁର ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.