Below header

ବାଲେଶ୍ୱର ବସ୍ତା ଥାନା ଅଞ୍ଚଳରୁ ପାଖାପାଖି ୧ ଲକ୍ଷ ୨୦ ହଜାର ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ବାଲେଶ୍ୱର: ପୁଣି ଜବତ ହେଲା ବ୍ରାଉନ ସୁଗାର । ବାଲେଶ୍ୱର ବସ୍ତା ଥାନା ଅଞ୍ଚଳରୁ ୧୨ ଗ୍ରାମ୍‌ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗ । ଏହା ସହିତ ନିଶାକର ପାତ୍ର ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । କୌଣସି ସୂତ୍ରରୁ ଖବର ପାଇ ଅତର୍କିତ ଭାବେ ଚଢଉ କରିଥିଲେ ଏସ୍‌ଆଇ ଅର୍ଜୁନ୍‌ ମଲ୍ଲିକ । ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ ଲକ୍ଷ ୨୦ ହଜାର ଟଙ୍କା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.