କେନ୍ଦ୍ରାପଡ଼ା କଂସେଇଖାନା ଅଞ୍ଚଳରୁ ୨୫ ଗ୍ରାମ ବ୍ରାଉନସୁଗାର ଜବତ, ବିକ୍ରି କରୁଥିବା ଜାହିଦ ଖାନକୁ ଗିରଫ

କେନ୍ଦ୍ରାପଡ଼ା(କେନ୍ୟୁଜ୍): କେନ୍ଦ୍ରାପଡ଼ା ଥାନା କଂସେଇଖାନା ଅଞ୍ଚଳରୁ ୨୫ ଗ୍ରାମ ବ୍ରାଉନସୁଗାର ଜବତ । କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ଏହାକୁ ଜବତ କରି ବିକ୍ରି କରୁଥିବା ଜାହିଦ ଖାନକୁ ଗିରଫ କରିଛି । ତାର ଘର ଟାଉନ ଥାନାର ମଧୁକରପୁର ବୋଲି ଜଣାପଡ଼ିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି । ଜାହିଦ ଜଳେଶ୍ୱରରୁ ବ୍ରାଉନ ସୁଗାର ଆଣି କେନ୍ଦ୍ରାପଡ଼ାରେ ବିକ୍ରି କରୁଥିବା ନେଇ କେନ୍ଦ୍ରୀୟ ଅବକାରୀ ବିଭାଗ ଗୁଇନ୍ଦା ଅଧୀକ୍ଷକ ଜଗଦୀଶ ଚନ୍ଦ୍ର ସାମଲ ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.