ଖୋର୍ଦ୍ଧାରୁ ପୁଣି ଜବତ ହେଲା ବ୍ରାଉନ ସୁଗାର, ଦୁଇ ବେପାରୀ ଗିରଫ

ଖୋର୍ଦ୍ଧା(କେନ୍ୟୁଜ୍): ଖୋର୍ଦ୍ଧାରୁ ପୁଣି ଜବତ ହେଲା ବ୍ରାଉନ ସୁଗାର। ଦୁଇ ଜଣ ବେପାରୀ ଗିରଫ। ସେମାନଙ୍କୁ ଗିରଫ କରିଛି ଜଟଣୀ ଥାନା ପୋଲିସ। ଗିରଫ ଦୁଇ ଜଣ ହେଲେ ଖୋର୍ଦ୍ଧା ଟାଉନ୍‌ ଥାନା ଅଞ୍ଚଳର ପ୍ରଦୀପ୍ତ ନାୟକ ଓ ସଞ୍ଜୟ ପ୍ରଧାନ। ସେମାନଙ୍କ ନିକଟରୁ ୧୨ ଗ୍ରାମ ବ୍ରାଉନ୍‌ ସୁଗାର, ୩ ହଜାର ଟଙ୍କା, ମୋବାଇଲ୍‌ ଫୋନ୍‌ ଓ ବାଇକ୍‌ ଜବତ ହୋଇଛି। ଜବତ ବ୍ରାଉନ ସୁଗାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୨୦ ହଜାର ଟଙ୍କା।

Leave A Reply

Your email address will not be published.