କବିସୂର୍ଯ୍ୟନଗରରେ ୨ ଜଣଙ୍କୁ ନିର୍ମମ ହତ୍ୟା ଘଟଣା : ୪ ଅଟକ

କବିସୂର୍ଯ୍ୟନଗର ଡବଲ ମର୍ଡର ଘଟଣାରେ ୪ ଅଟକ । ଘଟଣାସ୍ଥଳରୁ ଗୋଟିଏ ମାଉଜର ଏବଂ ୭ ରାଉଣ୍ଡ ଜୀବନ୍ତ ଗୁଳି ଓ ଗୋଟିଏ ଖୋକା ଜବତ ହୋଇଛି । ଗତକାଲି ରାତିରେ ସୁନାରିଝୋଳ ଗାଁରେ ରାଜନୈତିକ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣରେ ଶଳା ଓ ଭିଣୋଇଙ୍କ ମୃତ୍ୟୁ ହୋଇଥିଲା । ମୃତକ ଭିଣୋଇ ମିଥୁନ ଭୂୟାଁ ଓ ଶାଳକ ଲିପୁନ ସ୍ବାଇଁ।

ଭଞ୍ଜନଗର (କେନ୍ୟୁଜ): କବିସୂର୍ଯ୍ୟନଗର ଡବଲ ମର୍ଡର ଘଟଣାରେ ୪ ଅଟକ । ଘଟଣାସ୍ଥଳରୁ ଗୋଟିଏ ମାଉଜର ଏବଂ ୭ ରାଉଣ୍ଡ ଜୀବନ୍ତ ଗୁଳି ଓ ଗୋଟିଏ ଖୋକା ଜବତ ହୋଇଛି । ଗତକାଲି ରାତିରେ ସୁନାରିଝୋଳ ଗାଁରେ ରାଜନୈତିକ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣରେ ଶଳା ଓ ଭିଣୋଇଙ୍କ ମୃତ୍ୟୁ ହୋଇଥିଲା । ମୃତକ ଭିଣୋଇ ମିଥୁନ ଭୂୟାଁ ଓ ଶାଳକ ଲିପୁନ ସ୍ବାଇଁ।

ଅଭିଯୁକ୍ତ ମାନେ ଇଟା ଓ ପଥରରେ ଛେଚି ଆକ୍ରମଣ କରିଥିଲେ । ପରେ ବ୍ରହ୍ମପୁର ମେଡ଼ିକାଲରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ଗଣ୍ଡଗୋଳ ସମୟରେ ମିଥୁନ ତାର ପିସ୍ତଲରୁ ପ୍ରଥମେ ଗୁଳି ଚଳାଇଥିଲା । ପରବର୍ତ୍ତୀ ସମୟରେ ଉଭୟ ମିଥୁନ ଏବଂ ଲିପୁନୁ ଆକ୍ରମଣ ର ଶିକାର ହୋଇଥିଲା । ମୃତ ମିଥୁନ ନାଁରେ ରହିଛି ୭ ରୁ ଅଧିକ ଅପରାଧିକ ମାମଲା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.