Below header

ଯୁବକଙ୍କୁ ନିର୍ମମ ହତ୍ୟା: ବଡ଼ଗଡ଼ ପ୍ରତାପୁର ଗାଁ ନିକଟ ଚତରା ବନ୍ଦ ନାଳରେ ପଡିଛି ଯୁବକଙ୍କ ମୃତଦେହ

ଯୁବକଙ୍କୁ ନିର୍ମମ ହତ୍ୟା । ସୋରଡ଼ା ବଡ଼ଗଡ଼ ଥାନା ପ୍ରତାପୁର ଗାଁ ନିକଟରେ ଥିବା ଚତରା ବନ୍ଦ ନାଳରେ ପଡିଛି ଯୁବକଙ୍କ ମୃତଦେହ । ମୃତକ ଜଗନ୍ନାଥପୁର ଶାସନ ଗାଁର ନୀଲୁ ବିଷୋୟୀ । ନୀଲୁଙ୍କୁ ତାଙ୍କ ବଡଭାଇ ଟୁଲୁ ବିଷୋୟୀ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ନୀଲୁଙ୍କ ଶଳା ଦୀପକ ନାୟକ ।

ସୋରଡ଼ା(କେନ୍ୟୁଜ): ଯୁବକଙ୍କୁ ନିର୍ମମ ହତ୍ୟା । ସୋରଡ଼ା ବଡ଼ଗଡ଼ ଥାନା ପ୍ରତାପୁର ଗାଁ ନିକଟରେ ଥିବା ଚତରା ବନ୍ଦ ନାଳରେ ପଡିଛି ଯୁବକଙ୍କ ମୃତଦେହ । ମୃତକ ଜଗନ୍ନାଥପୁର ଶାସନ ଗାଁର ନୀଲୁ ବିଷୋୟୀ । ନୀଲୁଙ୍କୁ ତାଙ୍କ ବଡଭାଇ ଟୁଲୁ ବିଷୋୟୀ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ନୀଲୁଙ୍କ ଶଳା ଦୀପକ ନାୟକ । ଗତକାଲି ସଂଧ୍ୟାରେ ଦୁଇ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.