ମା’ ଭୁଲିଗଲା ମମତା, ସମଲିଙ୍ଗୀ ସମ୍ପର୍କ ପାଇଁ ପୁଅର ଜୀବନ ନେଲା
ସମଲିଙ୍ଗୀ ସମ୍ପର୍କ ପାଇଁ ଉଜୁଡ଼ିଲା ସଂସାର । ସମ୍ପର୍କରେ କଣ୍ଟା ସାଜୁଥିଲା ପୁଅ । ୫ ମାସର ପୁଅକୁ ରାସ୍ତାରୁ ହଟାଇଲା ମା’ । ମହିଳା ସାଥୀ ପାଇଁ ମା’ ଭୁଲିଗଲା ମମତା । ସ୍ବାମୀ ସୁରେଶ କାମକୁ ଗଲା ପରେ ମହିଳା ସାଥିକୁ ଭେଟୁଥିଲେ ସୁରେଶଙ୍କ ସ୍ତ୍ରୀ ଭାରତୀ । ଦୁଇ ଜଣ ମହିଳାଙ୍କ ଭିତରେ ଏମିତି…