ବିଏସ୍‌ଏଫ୍‌ ADG ରାଜବିନ୍ଦର ସିଂଙ୍କ ସ୍ୱାଭିମାନ୍‌ ଅଞ୍ଚଳ ଗସ୍ତ, BSF କ୍ୟାମ୍ପ୍‌ ବୁଲି ସୁରକ୍ଷା ବ୍ୟବସ୍ଥାର କରିବେ ଅନୁଧ୍ୟାନ

ମାଲକାନଗିରି(କେନ୍ୟୁଜ): ସ୍ୱାଭିମାନ୍‌ ଅଞ୍ଚଳ ଗସ୍ତ କରିବେ ବିଏସ୍‌ଏଫ୍‌ ADG। ମଧ୍ୟାହ୍ନ ୧୨ଟାରେ ସ୍ୱାଭିମାନ ଅଞ୍ଚଳରେ ପହଞ୍ଚିବେ ଏଡିଜି। ନୂଆ କରି ପ୍ରତିଷ୍ଠା ହୋଇଥିବା BSF କ୍ୟାମ୍ପ୍‌ ବୁଲି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିବେ ବିଏସ୍‌ଏଫ୍‌ ADG ରାଜବିନ୍ଦର ସିଂ। ମାଲକାନଗିରି ଏସ୍‌ପି ଓ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିବେ। ବୈଠକରେ ମାଓ ରଣନୀତି ପ୍ରସ୍ତୁତ କରିବା ନେଇ ସୂଚନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.