BSF ଯବାନଙ୍କୁ ବଡ଼ ସଫଳତା, କୁମ୍ବିଙ୍ଗ ଅପରେସନ ବେଳେ ମାଓବାଦୀ ଡମ୍ପିଙ୍ଗର ସନ୍ଧାନ

ମାଓ ଯୋଜନା ପଣ୍ଡ । ମାଲକାନଗିରି ଜିଲ୍ଲା ତୁଳସୀ ପାହାଡ଼ BSF ଯବାନଙ୍କୁ ବଡ଼ ସଫଳତା। BSF ଯବାନଙ୍କ କୁମ୍ବିଙ୍ଗ ଅପରେସନ ବେଳେ ପଥର ଗୁମ୍ଫାରେ ମାଓବାଦୀ ଡ଼ମ୍ପିଙ୍ଗ କରିଥିବା ସନ୍ଧାନ ମିଳିଥିଲା।

ମାଲକାନଗିରି (କେନ୍ୟୁଜ): ମାଓ ଯୋଜନା ପଣ୍ଡ । ମାଲକାନଗିରି ଜିଲ୍ଲା ତୁଳସୀ ପାହାଡ଼ BSF ଯବାନଙ୍କୁ ବଡ଼ ସଫଳତା। BSF ଯବାନଙ୍କ କୁମ୍ବିଙ୍ଗ ଅପରେସନ ବେଳେ ପଥର ଗୁମ୍ଫାରେ ମାଓବାଦୀ ଡ଼ମ୍ପିଙ୍ଗ କରିଥିବା ସନ୍ଧାନ ମିଳିଥିଲା। ଡମ୍ପରୁ ମାଓବାଦୀଙ୍କ ବିପୁଳ ପରିମାଣର ମାଓ ସାମଗ୍ରୀ ଉଦ୍ଧାର କରିଛି BSF ଯବାନ। ସେଗୁଡିକ ହେଲା ୱାକିଟକି,ଟିଫିନ ବମ ଷ୍ଟିଲ କଣ୍ଟେନର , ଗ୍ରେନେଡ଼ ,ମାଓ ପୁସ୍ତିକା ଜବତ କରିଛି BSF ଯବାନ। ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ମାଓବାଦୀ କରିଥିଲେ ଯୋଜନା।ଏବେବି BSF ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.