Browsing Tag

malkanagiri

ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ, ଘୋଷଣା ହୋଇଥିଲା ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି 

ମାଲକାନଗିରି (କେନ୍ୟୁଜ୍‌): ଲାଲବାହିନୀ ଛାଡିଲେ ମହିଳା ମାଓବାଦୀ। ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ମାଓବାଦୀ ଉଙ୍ଗି ମାଢ଼ୀ ଓରଫ ରୋଶନି। କାଙ୍ଗେର ଏରିଆ କମ୍ମିଟିର ସଦସ୍ୟ ଭାବେ ସେ ସକ୍ରିୟ କାର୍ଯ୍ୟ କରୁଥିଲେ । ତାଙ୍କୁ ଧରିବା ପାଇଁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି…

ବାପା ନୁହେଁ ଏ ରାକ୍ଷସ, ନିଜର ୧୩ ବର୍ଷୀୟା ଝିଅ ସହ ଦୁଷ୍କର୍ମ କରି ଧରାପଡ଼ିଲା, ଲୋକ ଲଜ୍ୟାରେ ମୁହଁ ଲୁଚାଇଲା

ରକ୍ତ ସମ୍ପର୍କରେ ଲାଗିଲା କଳଙ୍କ । ପାପୀ ପାଲଟିଲା ପିତା । ନିଜ ୧୩ ବର୍ଷୀୟ ନାବାଳିକା ଝିଅକୁ ଦୁଷ୍କର୍ମ କଲା ବାପା । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ । ମିଳିଥିବା ସୂଚନାନୁଯାୟୀ ବାଲିମେଳା ସହରର ଡ୍ରଗଲାଇନ ଅଞ୍ଚଳରେ ରହୁଥିବା ନିତାଇ ସରକାର ନାମକ ବ୍ୟକ୍ତି ଗତ ୫…

BSF ଯବାନଙ୍କୁ ବଡ଼ ସଫଳତା, କୁମ୍ବିଙ୍ଗ ଅପରେସନ ବେଳେ ମାଓବାଦୀ ଡମ୍ପିଙ୍ଗର ସନ୍ଧାନ

ମାଲକାନଗିରି (କେନ୍ୟୁଜ): ମାଓ ଯୋଜନା ପଣ୍ଡ । ମାଲକାନଗିରି ଜିଲ୍ଲା ତୁଳସୀ ପାହାଡ଼ BSF ଯବାନଙ୍କୁ ବଡ଼ ସଫଳତା। BSF ଯବାନଙ୍କ କୁମ୍ବିଙ୍ଗ ଅପରେସନ ବେଳେ ପଥର ଗୁମ୍ଫାରେ ମାଓବାଦୀ ଡ଼ମ୍ପିଙ୍ଗ କରିଥିବା ସନ୍ଧାନ ମିଳିଥିଲା। ଡମ୍ପରୁ ମାଓବାଦୀଙ୍କ ବିପୁଳ ପରିମାଣର ମାଓ ସାମଗ୍ରୀ ଉଦ୍ଧାର କରିଛି…

ଲଗାଣ ବର୍ଷାରେ ଧୋଇଗଲା ରାସ୍ତା, ବୁଡ଼ିଗଲା ପୋଲ

ଲଗାଣ ବର୍ଷାରେ ଧୋଇଗଲା ରାସ୍ତା। ବର୍ଷା ଦିନରେ ଯିବା ଆସିବା କଷ୍ଟ ହେଉଥିବାରୁ ବ୍ରିଜ ତିଆରି ପାଇଁ ଯୋଜନା ହେଲା । ସେଥପାଇଁ ପାଖରେ ଏକ ଅସ୍ଥାୟୀ ରାସ୍ତା ତିଆରି ମଧ୍ୟ କରାଗଲା । କିନ୍ତୁ କଣ ହେବ ଲଗାଣ ବର୍ଷାରେ ଅସ୍ଥାୟୀ ରାସ୍ତା ମଧ୍ୟ ଧୋଇଗଲା । ଯାହାକୁ ନେଇ ଏବେ ଅଂଚଳ ବାସୀ ତୀବ୍ର…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ବାଇକ ଆରୋହୀଙ୍କ ଜୀବନ

ମାଲକାନଗିର (କେନ୍ୟୁଜ): ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମାଲକାନଗିରି ଜିଲ୍ଲା ଏମଭି ୧୬ ଗାଁ ନିକଟରେ ପିକଅପ ଭ୍ୟାନ ସହ ବାଇକ ଧକ୍କା। ଏହି ଘଟଣାରେ ବାଇକ ଆରୋହୀର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଏମଭି ୧ ଗାଁର ଅଜିତ ଢ଼ାଲି ବୋଲି ଜଣା ପଡିଛି। ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ମୃତ ପରିବାର କୁ…

ମାଓ ଇଲାକାରେ ଗଣତନ୍ତ୍ରର ସ୍ୱର ଶୁଭୁଛି, ପ୍ରାର୍ଥୀଙ୍କ ପ୍ରଚାରପତ୍ର ଲାଗିଛି ମାଓ ଓ୍ଵାର୍‌ରୁମ ନିକଟରେ

ମାଲକାନଗିରି (କେନ୍ୟୁଜ୍‌) : ‘‘ବାବୁ ଏଠି ଆମେ ଜେଲ ଜୀବନ ବିତାଉଛୁ। ଯିବା ଆସିବାର କୌଣସି ସୁବିଧା ନାହିଁ। ଚିତ୍ରକୋଣ୍ଡା ଜଳ ଭଣ୍ଡାରର ଦୀର୍ଘ ୪୦ କିଲୋମିଟର ପାଣି ଭିତର ଦେଇ ପାର ହେଉଛୁ । ନିଜ ଗୁଜୁରାଣ ମେଣ୍ଟାଇବାକୁ ବହୁତ କଷ୍ଟ କରିବାକୁ ପଡୁଛି । ଲଞ୍ଚ ହିଁ ଏହି ଅଞ୍ଚଳର ଏକ ମାତ୍ର ସାହା…

ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ଏ ବେସାହାରା ପିଲା ଏବେ ରିୟଲିଟି ସୋ’ ମଞ୍ଚରେ, ରାଜ୍ୟକୁ କରୁଛନ୍ତି…

କାହା ପାଖରେ ପ୍ରତିଭା ନାହିଁ କିନ୍ତୁ ସୁଯୋଗ ଅଛି ତ ଆଉ କାହା ପାଖରେ ପ୍ରତିଭା ଅଛି ହେଲେ ସୁଯୋଗ ନାହିଁ। ତେବେ ଯେଉଁଠି ଦକ୍ଷ ଓ ପ୍ରତିଭାବାନ୍‌ଙ୍କୁ ସୁଯୋଗ ମିଳିଯାଏ ସେଠି ସେ ନିଜ ଅଞ୍ଚଳ ଓ ରାଜ୍ୟ ପାଇଁ ଗୌରବ ଆଣିଦିଏ । ସେମିତି ଘଟିଛି ରାଜ୍ୟର ଉପାନ୍ତ ଜିଲ୍ଲା ମାଲକାନଗିରିର କିଛି…

ପ୍ରତିଷ୍ଠାତାଙ୍କ ଉଦାରତା, କିସ୍‌ ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟପୁସ୍ତକ ଓ ଶୁଖିଲା ଖାଦ୍ୟ ପଠାଇଲେ ଡକ୍ଟର ଅଚ୍ୟୁତ…

ମାଲକାନଗିରି ଜିଲ୍ଲାରେ କିସ୍‌ ଛାତ୍ରଛାତ୍ରୀଙ୍କୁ ମିଳିଲା ପାଠ୍ୟପୁସ୍ତକ ଓ ଶୁଖିଲା ଖାଦ୍ୟ। କରୋନା ଯୋଗୁ ପିଲାଙ୍କ ପାଠପଢାରେ ଯେଭଳି କୌଣସି ଅସୁବିଧା ନହୁଏ, ସେଥିପାଇଁ ଏଭଳି ବ୍ୟବସ୍ଥା କରିଛନ୍ତି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ। କିସରେ ପଢ଼ୁଥିବା ଜିଲ୍ଲାର…

ମାଲକାନଗିରି: ଯବାନଙ୍କୁ ମିଳିଲା ବଡ ସଫଳତା, ବଡ ଧରଣର ମାଓ ଯୋଜନାକୁ ପଣ୍ଡ କଲେ BSF ଟିମ

ମାଲକାନଗିରି(କେ ନ୍ୟୁଜ): ଜିଲ୍ଲା ସ୍ୱାଭିମାନ୍‌ ଅଞ୍ଚଳରେ ଯବାନଙ୍କୁ ବଡ ସଫଳତା । ବଡ ଧରଣର ମାଓ ଯୋଜନାକୁ ପଣ୍ଡ କଲେ BSF ଯବାନ୍‌। ହାଣ୍ଡିଖାଲ ନିକଟରେ ୫ କିଲୋର ଲ୍ୟାଣ୍ଡମାଇନ୍‌, ୱାକିଟିକି, ମାଓ ପୋଷାକ ଓ ବିପୁଳ ପରିମାଣର ବ୍ୟବହୃତ ସାମଗ୍ରୀ ଜବତ କରିଛନ୍ତି। ଗୋରାସେତୁ BSF…

ମାଲକାନାଗିରିରେ ବିଗିଡ଼ିବାରେ ଲାଗିଛି ବନ୍ୟା ସ୍ଥିତି, ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନାଗିରିରେ ବନ୍ୟା ପରିସ୍ଥିତି ବିଗିଡ଼ିବାରେ ଲାଗିଛି । ଜିଲ୍ଲାରେ ୬ ଦିନ ହେବ ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାର ପାଙ୍ଗମ, ପୋଟେରୁ, କାଙ୍ଗୁରକୋଣ୍ଡା, ଏମ୍‌ଭି-୯୬, କରୁକୋଣ୍ଡା, ଏମ୍‌ଭି-୩୭ ପୋଲ ଉପରେ ୩ରୁ ୪ ଫୁଟ ପର୍ଯ୍ୟନ୍ତର ପାଣି…

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ଲାଗିଲା ମାଓ ବିରୋଧୀ ପୋଷ୍ଟର

ମାଲକାନଗିରି: ମାଓବାଦୀଙ୍କୁ ବିରୋଧ କରି ଲଗାଗଲା ପୋଷ୍ଟର । ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଲାଗିଲା ମାଓ ବିରୋଧୀ ପୋଷ୍ଟର। ଗତ ଫେବୃଆରି ମାସରେ ସ୍ୱାଭିମାନ ଅଞ୍ଚଳର ତିନିଜଣ ନିରୀହ ବ୍ୟକ୍ତିଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିଥିଲେ ମାଓବାଦୀ। ଏହାସହ କରୋନା ସମୟରେ ଗାଁ…

ମାଲକାନଗିରି: କୁମ୍ଭୀର ଆକ୍ରମଣରେ ଜଣେ ୯ ବର୍ଷର ନାବାଳକ ମୃତ

ମାଲକାନଗିରି: କୁମ୍ଭୀର ନେଇଛି ନେଲା ଆଉ ଏକ ନିରୀହ ଜୀବନ। ମାଲକାନଗିରି ସିଲେରୁ ନଦୀରେ କୁମ୍ଭୀର ଆକ୍ରମଣରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଚିତ୍ରକୋଣ୍ଡା ଥାନା ଜଲାସାହିର ୯ବର୍ଷର ବାଳକ କୈଳାସ ମାଝୀ ବୋଲି ଜଣାଯାଇଛି । ଶନିବାର ସ୍ୱିପହାର ସମୟରେ କୈଳାସ ନଦୀକୁ ଗାଧୋଇବାକୁ ଯାଇ ଆଉ…