ମହାକାଳପଡ଼ା: ବାଲି ବୋଝେଇ ଟ୍ରକରେ ଲାଗିଲା ବିଦ୍ୟୁତ ତାର, ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ

ମହାକାଳପଡ଼ା: ପୁଣି ବିଦ୍ୟୁତ ତାର ନେଲା ଜୀବନ । ଗାଡିରେ ଲାଗିଲା ବିଦ୍ୟୁତ ତାର । କେନ୍ଦ୍ରାପଡ଼ା ମହାକାଳପଡ଼ା ତରପଦାରେ ବାଲି ବୋଝେଇ ଟ୍ରକ୍ ଯାଉଥିବା ବେଳେ ୧୧ କେଭି ତାର ଲାଗି ଯାଇଥିଲା । ଘଟଣାସ୍ଥଳରେ ଡ୍ରାଇଭର ପ୍ରଭାତ ସେଠୀର ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.