Browsing Tag

electrocuted

ଵଷଷ୍ଟାଣ୍ଡ ଉପରେ ଥିବା ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳିଗଲା ଯୁବକ

ସୋର :  ଵଷଷ୍ଟାଣ୍ଡ ଉପରେ ଥିବା ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳିଗଲା ଯୁବକ । ଖଇରା ଥାନା ତୋରାଣିପଦା ସ୍କୁଲ ପାଖରେ ଥିବା ଲକ୍ଷ୍ମୀବସଷ୍ଟାଣ୍ଡ ଉପରକୁ ଚଡିଥିବାଵେଳେ ୧୧ କେଭି ବିଦ୍ୟୁତ ତାର ଲାଗି ଘଟଣା ସ୍ଥଳରେ ମୃତ୍ୟୁ । ମୃତକ ତାଳ ମହୁରୀ ଅଞ୍ଚଳର ହୋଇଥିବାର ସୁଚନା । ଘଟଣା ସ୍ଥଳରେ ଉଦ୍ଧାର…

୧୧ କେଭି ତାର ସଂସ୍ପର୍ଶରେ ଆସି ଗଲା ଭେଣ୍ଡିଆ ପୁଅର ଜୀବନ

ଯାଜପୁର ରୋଡ: କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ । ଭେଣ୍ଡିଆ ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରିୁପାରୁନାହାନ୍ତି ପରିବାର ଲୋକେ । ମାଆର ଅବସ୍ଥା ଯାହା ଆପଣ ଦେଖିପାରୁଥିବେ । ଭାଇ ବନ୍ଧୁ କୁଟୁମ୍ବ ସଭିଏଁ କାନ୍ଦି କାନ୍ଦି ବେଦମ୍ । ଯେତେ ଯାହା ହେଲେ ବି ଆଉ କଣ ଫେରିବ ଭେଣ୍ଡିଆ ପୁଅ ।…

ମେରଠ: ବିଦ୍ୟୁତ୍‌ ତାରରେ ବାଜିଲା ୨୪ ଫୁଟ୍‌ର କାଉଡ଼ି ଭାର, ପୋଡ଼ି ହୋଇ ୭ କାଉଡ଼ିଆ ଗୁରୁତର

ଉତ୍ତର ପ୍ରଦେଶର ମେରଠରେ କାଉଡ଼ି ଯାତ୍ରା ବେଳେ ଘଟିଛି ଏକ ବଡ଼ ଦୁର୍ଘଟଣା । ଏଠାରେ ୨୪ ଫୁଟ୍‌ର ଏକ ସୁସଜ୍ଜିତ କାଉଡ଼ି ଭାର ଉଚ୍ଚ ଶକ୍ତିସମ୍ପନ୍ନ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ୭ ଜଣ କାଉଡ଼ିଆ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି । ମେରଠର ବାଗପତ୍‌ ଫ୍ଲାଏଓଭର ନିକଟରେ ଏହି ଘଟଣା ଘଟିଛି ।…

ରାଞ୍ଚି: ବିଦ୍ୟୁତ ସଂସ୍ପର୍ଶରେ ଆସିଲା ବରଯାତ୍ରୀ ବସ୍‌, ୩ ମୃତ, ୬ ଜଳିଗଲେ

ଝାଡଖଣ୍ଡ ରାଜଧାନୀ ରାଞ୍ଚିରେ ହୃଦୟ ବିଦାରକ ଘଟଣା ଘଟିଛି । ରାଞ୍ଚିର ତମାଡ ଥାନା ଅଞ୍ଚଳରେ ବରଯାତ୍ରୀ ବସ୍‌ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିବା ଯୋଗୁଁ ୩ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ ୬ ଜଣ ଆହତ ହୋଇଛନ୍ତି । ଆହତ ଲୋକଙ୍କୁ ରିମ୍ସ ରାଞ୍ଚିରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ରବିବାର…

ଘର କାମ କରୁଥିବା ବେଳେ ଲାଗିଗଲା ୩୩କେଭି ତାର, ୨ ଶ୍ରମିକ ଗୁରୁତର

କାମାକ୍ଷାନଗର(କେନ୍ୟୁଜ): ସାମାନ୍ୟ ଅସାବଧନତା ନେଇଗଲା ହସ୍ପିଟାଲକୁ । ଆସିଥିଲେ ନିଜ କର୍ମ କରି ଦୁଇ ଟଙ୍କା ରୋଜକରି ନେବାକୁ । ହେଲେ ପରିସ୍ଥିତି ଏମିତି ହେଲା କାମ କରୁ କରୁ ସିଧା ଚାଲିଗଲେ ହସ୍ପିଟାଲ । ଏବେ ଜୀବନ ମରଣ ସହ କରୁଛନ୍ତି ସଂଗ୍ରାମ । ଘଟଣାଟି ହେଉଛି କି, ଘର କାମ କରୁଥିବା…

ଛିଡି ପଡିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ପ୍ରାଣ

ଗଜପତି(କେନ୍ୟୁଜ):  ବିଦ୍ୟୁତ୍ ଆଘାତରେ ଯୁବକ ମୃତ । ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ପୋଷ୍ଟ ଅଫିସ ସାହିରେ ଘଟିଛି  ଏହି ଅଭାନୀୟ ଘଟଣା । ଛିଡି ପଡିଥିବା ବିଦ୍ୟୁତ୍ ତାରର ସଂସ୍ପର୍ଶରେ ଆସି ୧୯ବର୍ଷର ଜଣେ ଯୁବକ ମୃତ୍ୟୁ ବରଣ କରିଛନ୍ତି । ମୃତ ଯୁବକ ଜଣକ ରାୟଗଡ ଥାନା…

ବିଦ୍ୟୁତ ତାର ଛିଡି ଯୁବକ ଗୁରୁତର

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନଳପାହି ଗାଁ ରାସ୍ତା ଉପରେ ବିଦ୍ୟୁତ ତାର ଛିଣ୍ଡି ପଡିବା ଯୋଗୁଁ ଯୁବକ ଜଣକ ଗୁରୁତର ଆହତ ହୋଇଛନ୍ତି | ସୂଚନା ମୁତାବକ, ଆଜି ରାତି ପ୍ରାୟ ୮ ଟା  ସମୟରେ ଏକମାଣିଆ ପଞ୍ଚାୟତ ନଳପାହି ଗାଁର ସନ୍ତୋଷ ରାଉତ  ଗାଁ ଦାଣ୍ଡରେ ଚାଲି ଚାଲି ଘରକୁ ଯାଉଥିଲେ | ଗାଁ…

୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ଅଭିଯୋଗ

ନବରଙ୍ଗପୁର : ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ଅଭିଯୋଗ। ମୃତକ ହେଲେ କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଭାଲୁଡଙ୍ଗରି ଗାଁ ର ୫୫ ବର୍ଷୀୟ ସତ୍ୟ ଭତରା ବୋଲି ସୂଚନା ମିଳିଛି ।  ସକାଳୁ ସତ୍ୟ  ଗାଁ ନିକଟ କାଜୁ ବାଡ଼ ରେ ଶୌଚ ହେବାପାଇଁ ଯାଇଥିବା ବେଳେ  ୧୧ କେଭିର ଏକ…

ବିଜୟାଦଶମୀରେ ଦୁଃଖଦ ଘଟଣା: ବିଦ୍ୟୁତ୍ ଆଘାତରେ ବୌଦ୍ଧ ଜବଲପୁର ଗାଁର ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ

ବୌଦ୍ଧ(କେନ୍ୟୁଜ୍): ବିଜୟାଦଶମୀରେ ଦୁଃଖଦ ଘଟଣା। ବିଦ୍ୟୁତ୍ ଆଘାତରେ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଜବଲପୁର ଗାଁରେ। ମୃତକମାନେ ହେଲେ ସୁକାନ୍ତି ବେହେରା, ତାଙ୍କ ପୁଅ ସୋହନ ବେହେରା ଓ  ଦିଅର ସୁଶୀଲ…

ଓ୍ୱାଟର ହିଟର ଉଜାଡ଼ି ଦେଲା ସୁନାର ସଂସାର, ଅସାବଧାନତା ଯୋଗୁଁ ଚାଲିଗଲା ୨୫ ବର୍ଷୀୟା ବିବାହିତାଙ୍କ ଜୀବନ

ନବରଙ୍ଗପୁର(କେନ୍ୟୁଜ୍‌): ଗୋଟିଏ ଓ୍ୱାଟର ହିଟର ଉଜାଡ଼ି ଦେଲା ସୁନାର ସଂସାର। ହସ ଖୁସି ରେ ଚାଲିଥିବା ପରିବାରର ମୁହଁରୁ ହସ ଛଡେଇ ନେଲା ଓ୍ୱାଟର ହିଟର। ଟିକିଏ ଅସାବଧାନତା ଯୋଗୁଁ ଆଜି ଚାଲିଗଲା ୨୫ ବର୍ଷୀୟା ଜଣେ ବିବାହିତାଙ୍କର ଜୀବନ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ସହର…

ଯାଜପୁର: ନାନପୁର ଗ୍ରାମରେ ଅଘଟଣ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଯାଜପୁର(କେନ୍ୟୁଜ): ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ଅଭିଯୋଗ। ମୃତକ ହେଲେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଆରୁହା ପଞ୍ଚାୟତ ନାନପୁର ଗ୍ରାମର ମହେନ୍ଦ୍ର ମଲିକ। ମହେନ୍ଦ୍ର ଆଜି ସକାଳେ ଗୁହାଳରୁ ଗାଈକୁ ବାହାର କରି ନେଉଥିବା ବେଳେ ପୂର୍ବରୁ ଛିଡି ପଡିଥିବା ଏକ ବିଦ୍ୟୁତ୍ ତାର…

ରାଜଗାଙ୍ଗପୁର ଗରିଆମାଲ ଗାଁରେ ବିଦ୍ୟୁତ୍‌ ଆଘାତରେ ଦୁଇ ହକି ଖେଳାଳିଙ୍କ ମୃତ୍ୟୁ ଘଟଣା, କୋଚ୍‌ ସୁନୀଲ ଗିଗାଙ୍କୁ ଗିରଫ…

ରାଜଗାଙ୍ଗପୁର(କେନ୍ୟୁଜ): ରାଜଗାଙ୍ଗପୁର ଥାନା ଅଲଣ୍ଡା ପଞ୍ଚାୟତ ଗରିଆମାଲ ଗାଁରେ ବିଦ୍ୟୁତ୍‌ ଆଘାତରେ ଦୁଇ ହକି ଖେଳାଳିଙ୍କ ମୃତ୍ୟୁ ଘଟଣା ଅତ୍ୟନ୍ତ ଦୁଃଖଦାୟକ। ଦୁଇ ଖେଳାଳିଙ୍କ କିଭଳି ମୃତ୍ୟୁ ହେଲା ସେନେଇ ତଦନ୍ତ ଚାଲିଛି। ଦୁଇ ଜଣଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ମାଗିଛି ଖେଳ…