ଘାଟିରେ ଓଲଟିଲା ବସ୍ : ୨୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ, ଜଣେ ଶିକ୍ଷକ ମୃତ

ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ବସ୍। ନବରଙ୍ଗପୁର ଚନ୍ଦାହାଣ୍ଡି ଘାଟିରେ ଦୁର୍ଘଟଣା ଘଟିଛି। ବସରେ ଥିବା ୨୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସ୍ୱାମୀ ବିବେକ ନନ୍ଦ ହାଇ ସ୍କୁଲର ପିଇଟି ଶିକ୍ଷକଙ୍କ ମୃତ୍ୟ ହୋଇଛି।

ନବରଙ୍ଗପୁର (କେନ୍ୟୁଜ): ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ବସ୍। ନବରଙ୍ଗପୁର ଚନ୍ଦାହାଣ୍ଡି ଘାଟିରେ ଦୁର୍ଘଟଣା ଘଟିଛି। ବସରେ ଥିବା ୨୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସ୍ୱାମୀ ବିବେକ ନନ୍ଦ ହାଇ ସ୍କୁଲର ପିଇଟି ଶିକ୍ଷକଙ୍କ ମୃତ୍ୟ ହୋଇଛି।

ଜିଲ୍ଲାସ୍ତରୀୟ କ୍ରୀଡ଼ାରେ ଯୋଗଦେବାକୁ ଯାଉଥିଲାବେଳେ ଦୁର୍ଘଟଣା ଘଟିଛି। ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.