୮ ଜଣ ଅଣ ଆଦିବାସୀଙ୍କ ନାଁ ରେ ଥାନାରେ ଏତଲା ଦେଲେ DWO
ନବରଙ୍ଗପୁର: ଜୀବନ ଯାକର ପରିଶ୍ରମରେ ସରକାରୀ ଚାକିରି ଖଣ୍ଡିଏ ମିଳିଗଲେ କଥା ସରିଲା । ସେଥିପାଇଁ ସମସ୍ତେ ଚାହିଁ ଥାଆନ୍ତି କଳେ ବଳେ କୌଶଳେ ସରକାରୀ ଚାକିରି ଖଣ୍ଡିଏ ହାତେଇବାକୁ । କିନ୍ତୁ ଏହି ସରକାରୀ ଚାକିରି ପାଇବା ଆଶାରେ କିଛି ଲୋକ ନକଲି ଆଦିବାସୀ ସାର୍ଟିଫିକେଟ ଦେଖାଇ ପାଇଛନ୍ତି…