Below header
Browsing Tag

nabarangapur

୨୪ ଶିକ୍ଷକଙ୍କୁ ଚାକିରିରୁ ବିଦା କଲେ ନବରଙ୍ଗପୁର ଜିଲ୍ଲାପାଳ, ୧୨ ବର୍ଷ ଧରି ଆସୁ ନ ଥିଲେ ସ୍କୁଲ

ନବରଙ୍ଗପୁର (କେନ୍ୟୁଜ): ବିନା ଛୁଟିରେ ବହୁ ବର୍ଷ ଧରି ଅନୁପସ୍ଥିତି ଥିବାରୁ ୨୪ ଶିକ୍ଷକଙ୍କୁ ନିଲମ୍ବିତ । ନବରଙ୍ଗପୁର ଜିଲ୍ଲାରେ ୨୦୧୦ ମସିହାରୁ ଆଜି ପର୍ଯ୍ୟନ୍ତ ଅର୍ଥାତ୍‌ ଦୀର୍ଘ ୧୨ ବର୍ଷ ଧରି କାର୍ଯ୍ୟରେ ଅନୁପସ୍ଥିତ ରହିଥିବା ୨୪ ଜଣ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ନବରଙ୍ଗପୁର…

କାମ ଦେବା ବାହାନାରେ ନାବାଳିକାକୁ ଲକ୍ଷେ ଟଙ୍କାରେ ବିକି ଦେଲେ, ଅଭିଯୋଗ ପରେ ବନ୍ଧା ହେଲେ ୬ ଦଲାଲ

ଉମରକୋଟ(କେ.ନ୍ୟୁଜ): ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ଘଟିଛି ଏକ ଚାଞ୍ଚଲ୍ଯକର ଘଟଣା। କାମ କରିବା ଓ ଅଧିକ ଉପାର୍ଜନ କରିବା ବାହାନାରେ ନାବାଳିକାଙ୍କୁ ଗାଁରୁ ଡାକି ନେଇ ବିକ୍ରି କରିଥିବା ଅଭିଯୋଗ କରିଛନ୍ତି ପରିବାର ସଦସ୍ଯ । ଉମରକୋଟ ଅଞ୍ଚଳର ଜଣେ ନାବାଳିକାକୁ ଘରୁ ଡାକି ନେଇ କାମ ଦେବା…

ବାଃ ବାଃ ଜିଲ୍ଲାପାଳ! ସଡ଼କ ଦୁର୍ଘଟଣାରେ ଗୁରୁତର ୨ ଜଣଙ୍କୁ ମେଡିକାଲ ନେଲେ ନବରଙ୍ଗପୁର କଲେକ୍ଟର

ନିଜ ଶାନ୍ତ ସ୍ଵଭାବ ଓ ବ୍ୟବହାରକୁ ନେଇ ସବୁବେଳେ ଲୋକଙ୍କ ମନ କିଣୁଥିବା ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ ମିଶ୍ର ଆଜି ପୁଣି ନିଜ ମାନବିକତାର ପରିଚୟ ଦେଇ ସମସ୍ତଙ୍କର ମନ ଜିଣିଛନ୍ତି। ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ଦୁଇ ଗୁରୁତର ବ୍ୟକ୍ତିଙ୍କୁ କାଳ ବିଳମ୍ବ ନ କରି ନିଜ ଗାଡ଼ିରେ ଡାକ୍ତରଖାନା…

ପୁଣି ନବରଙ୍ଗପୁରରେ କାୟା ବିସ୍ତାର କଲା କରୋନା, ଚିହ୍ନଟ ହେଲେ ୪ ସଂକ୍ରମିତ

ନବରଙ୍ଗପୁର(କେନ୍ଯୁଜ୍): ନବରଙ୍ଗପୁର ଜିଲ୍ଲାରେ ପୁଣି ୪ କରୋନା ଆକ୍ରାନ୍ତ ଚିହ୍ନଟ। ଏହାକୁ ନେଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୧୩୯ରେ ପହଞ୍ଚିଛି। ରାଜ୍ଯ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଜିଲ୍ଲାରେ ଆଜି ପୁଣି ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।…

ଓଲଟିଲା ଆଇରନ ପାଇପ୍ ବୋଝେଇ ଟ୍ରକ ଅଲଗା ହେଲା ଇଞ୍ଜିନ ଓ ଡାଲା, ଦୁଇ ମୃତ

ନବରଙ୍ଗପୁର(କେ ନ୍ୟୁଜ): ଚାନ୍ଦା ହାଣ୍ଡି ଘାଟିରେ ଏକ କଷ୍ଟେଡ୍ ଆଇରନ ପାଇପ୍ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଟ୍ରକର ଇଞ୍ଜିନ ଓ ଡାଲା ଅଲଗା ହୋଇ ଇଞ୍ଜିନ ଜଳି ଯାଇଛି । ଘଟଣା ସ୍ଥଳରେ ରେ ହିଁ ଦୁଇଜଣଙ୍କ ମୃତ୍ୟୁ ଘଟିଛି । ଟ୍ରକ ଟି ପାଇପ୍ ନେଇ ଚାନ୍ଦା ହାଣ୍ଡି ଅଭିମୁଖେ…