Below header

ଖଣ୍ଡା ଆକ୍ରମଣରେ ବ୍ୟବସାୟୀ ଗୁରୁତର

ପୁରୀ ମଶାଣିଚଣ୍ଡୀ ଛକରେ ବୁଲିଲା ଖଣ୍ଡ । ଆକ୍ରମଣରେ ଜଣେ ବ୍ଯବସାୟୀ ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟବସାୟୀ ହେଲେ ମନୋରଞ୍ଜନ ପଟ୍ଟନାୟକ । ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ପୁରୀ(କେନ୍ୟୁଜ୍‌) : ପୁରୀ ମଶାଣିଚଣ୍ଡୀ ଛକରେ ବୁଲିଲା ଖଣ୍ଡ । ଆକ୍ରମଣରେ ଜଣେ ବ୍ଯବସାୟୀ ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟବସାୟୀ ହେଲେ ମନୋରଞ୍ଜନ ପଟ୍ଟନାୟକ । ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ପାରିବାରିକ ବିବାଦରୁ ତାଙ୍କ ଭିଣୋଇ ଟୁନା ବାରିକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ମଶାଣିଚଣ୍ଡୀ ଛକର ମନୋରଞ୍ଜନ ପଟ୍ଟନାୟକ ସେହି ଛକରେ ଏକ ହାର୍ଡୱେୟାର ଦୋକାନ ରହିଛି । ଆଜି ସନ୍ଧ୍ୟାରେ ସେ ଦୋକାନ ବନ୍ଦ କରି ଘରକୁ ବାହାରୁଥିବାବେଳେ ଟୁନା ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲା । ବାସେଳୀ ସାହି ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.