୧୬ଟି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ ମୋହର

କେନ୍ୟୁଜ୍(ବ୍ୟୁରୋ):  ୧୬ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ମାରିଲା ରାଜ୍ୟ କ୍ୟାବିନେଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା କ୍ୟାବିନେଟ ବୈଠକ ।

କ୍ରୀଡ଼ା ଓ ଯୁବ ବ୍ୟାପାର, ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ବିଚାର ବିମର୍ଷ ପରେ ମଞ୍ଜୁରି ଦେଇଛି କ୍ୟାବିନେଟ୍‌ । ଏଥିସହ ଜଳସମ୍ପଦ, ଅର୍ଥ, ଗୃହ, ରାଜସ୍ୱ, ପୂର୍ତ୍ତ, ଶ୍ରମ ଓ ସାଧାରଣ ପ୍ରଶାସନ ବିଭାଗର ପ୍ରସ୍ତାବକୁ ବି ଅନୁମୋଦନ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.