କେନ୍ଦୁଝର : ଟ୍ରକକୁ ପିଟିଲା କାର,୨ ମୃତ

kendujharକେନ୍ଦୁଝର: ସଦର ଥାନା ବାଙ୍କମାରୁଣି ପୋଲ ନିକଟରେ ସଡ଼କ ଦୁର୍ଘଟଣା। ୧୨ ଚକିଆ ଟ୍ରକ୍କୁ ପିଟିଲା କାର। ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଜାତୀୟ ରାଜପଥ ୨୦ରେ ଚମ୍ପୁଆ ଆଡ଼କୁ ମୁହଁ କରି ଛିଡ଼ା ହୋଇଥିବା ଏକ ୧୨ ଚକିଆ ଟ୍ରକ୍କୁ ପଛ ପଟୁ କାରଟି ପିଟିଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.