Below header

ଚୌଦ୍ୱାର-ଟାଙ୍ଗୀ ଥାନାର ହରିଅନ୍ତା ଛକ ନିକଟରେ ଷଣ୍ଡକୁ ଧକ୍କା ଦେବା ପରେ ଜଳିଗଲା କାର୍

ଚୌଦ୍ୱାର: ରାସ୍ତା ଉପରେ ଜଳିଗଲା କାର୍। ଚୌଦ୍ୱାର-ଟାଙ୍ଗୀ ଥାନାର ହରିଅନ୍ତା ଛକ ନିକଟରେ ଷଣ୍ଡକୁ ଧକ୍କା ଦେବା ପରେ କାର ଜଳିଯାଇଛି।

କାରରେ ଥିବା ୪ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇବା ସହ ଉଦ୍ଧାର କାର୍ଯ୍ୟ କରିଛନ୍ତି। ନିଆଁ ଲାଗିବା ଫଳରେ ଜାତୀୟ ରାଜପଥରେ ଯାତାୟତ ଠପ ହୋଇଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.