Below header

ଅତ୍ୟଧିକ କୁହୁଡି ହେଲା କାଳ: ଭାରସାମ୍ୟ ହରାଇ ଖୁଣ୍ଟରେ ପିଟିହେଲା କାର୍, ଜଣେ ମୃତ

ଢେଙ୍କାନାଳ: ଭାରସାମ୍ୟ ହରାଇ ଖୁଣ୍ଟରେ ପିଟିହେଲା କାର, ଜଣେ ମୃତ, ଜଣେ ଗୁରୁତର । ମୃତକ ହେଲେ ଗୌରାଙ୍ଗ ଭୋଳ ଓ ଆହତ ଜଣକ ହେଲେ ରାକେଶ ଭୋଳ ।

ନୟାଗଡରୁ ଅନୁଗୁଳ ଯାଉଥିବା ବେଳେ କାରଟି ଦୁର୍ଘଟଣାଗ୍ରସ୍ଥ ହୋଇଛି । ଅତ୍ୟଧିକ କୁହୁଡି ଯୋଗୁ ରାସ୍ତା ଦେଖାଯାଇନଥିଲା । ଫଳରେ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ରାକେଶଙ୍କୁ ଗୁୁରୁତର ଅବସ୍ଥାରେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.