ଭୁବନେଶ୍ବରର CET କଲେଜ୍‌ ହେବ ଏକକ ବିଶ୍ୱବିଦ୍ୟାଳୟ, ନାଁ ହେବେ ଓଡ଼ିଶା ୟୁନିଭର୍ସିଟି ଅଫ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ

କେନ୍ୟୁଜ୍(ବ୍ୟୁରୋ):  କଲେଜ୍‌ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍‌ନୋଲୋଜି CET କଲେଜ୍‌ ହେବ ଏକକ ବିଶ୍ୱବିଦ୍ୟାଳୟ। ନାଁ ହେବେ ଓଡ଼ିଶା ୟୁନିଭର୍ସିଟି ଅଫ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ। ଏକକ ବିଶ୍ୱ ବିଦ୍ୟାଳୟ ହେବା ପରେ ଅନୁଷ୍ଠାନର ଛାତ୍ରଛାତ୍ରୀ ଅଧିକ ଟ୍ରେନିଂ ଓ ଗବେଷଣାର ସୁଯୋଗ ପାଇବେ।

ଏହାସହ ସିଇଟି ବିଭିନ୍ନ କମ୍ପାନୀ ସହ ଏମ୍‌ଓୟୁ କରି ପାରିବ ଏବଂ ଦେଶ ବିଦେଶର ଅନ୍ୟ ବିଶ୍ୱବିଦ୍ୟାଳୟ ସହଯୋଗରେ କାମ କରି ପାରିବ। ଏଥିଲାଗି ୟୁନିଭର୍ସିଟି ଅଫ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ ବିଲ୍‌ ୨୦୨୧କୁ ଅନୁମୋଦନ ଦେଇଛି କ୍ୟାବିିନେଟ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.